ETV Bharat / bharat

ମଝି ସମୁଦ୍ରରୁ 9 ଇରାନୀ ଡ୍ରଗ୍ସ ସ୍ମଗଲର ଗିରଫ

ଗୁଜୁରାଟର ପୋରବନ୍ଦର ତଟରେ ଏହି ଅପରେସନ ହୋଇଥିବାବେଳେ ସେମାନଙ୍କ ନିକଟରୁ 100କେଜିର ହେରୋଇନ ଜବତ କରାଯାଇଛି ।

author img

By

Published : Mar 27, 2019, 6:05 PM IST

ଫଟୋ ସୌଜନ୍ୟ:ଟ୍ୱିଟର@aajtak

ଗାନ୍ଧୀନଗର: ଗୁଜୁରାଟ ଏଟିଏସ ଓ ଭାରତୀୟ ତଟ ସୁରକ୍ଷାରକ୍ଷୀଙ୍କୁ ମିଳିଛି ବଡ ସଫଳତା । ଅନ୍ତର୍ଜାତୀୟ ଡ୍ରଗ୍ସ ସ୍ମଗଲର ଗ୍ୟାଙ୍ଗ ବିରୋଧରେ ହୋଇଥିବା ଏହି ଅପରେସନରେ 9ଜଣଙ୍କୁ ଗିରଫ କରାଯାଇଛି । ଗୁଜୁରାଟର ପୋରବନ୍ଦର ତଟରେ ଏହି ଅପରେସନ ହୋଇଥିବାବେଳେ ସେମାନଙ୍କ ନିକଟରୁ 100କେଜିର ହେରୋଇନ ଜବତ କରାଯାଇଛି ।

ସମୁଦ୍ର ମଝିରେ ହୋଇଥିବା ଏହି ଅପରେସନର ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ସମୁଦ୍ର ମଝିରେ ହୁ ହୁ ହୋଇ ନୌକା ଜଳୁଥିବା ଦେଖାଯାଇଛି । ସୂଚନା ମୁତାବକ, ମଙ୍ଗଳବାର ରାତିରେ ସୁରକ୍ଷା ଏଜେନ୍ସି ପକ୍ଷରୁ 100 କେଜି ହେରୋଇନ ଜବତ କରିବା ସହ ଆସୁଥିବା ପାକିସ୍ତାନୀ ନୌକାକୁ ଜବତ କରାଯାଇଛି ।

ତେବେ ଗିରଫ ହୋଇଥିବା 9 ସନ୍ଦିଗ୍ଧ ମୂଳ ରୂପରୁ ଇରାନୀ ବୋଲି ଜଣାପଡିଛି । ସେ ସମସ୍ତଙ୍କୁ ଗିରଫ କରାଯାଇଛି । ସମୁଦ୍ର ପଥରୁ ଗୁଜୁରାଟ ଆସୁଥିବା ପାକ ନୌକାରେ ଆସୁଥିବା 9 ଲୋକଙ୍କୁ ଗିରଫ କରାଯାଇଛି ।

Intro:Body:

FGSDF

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.