ETV Bharat / bharat

ରାଷ୍ଟ୍ରପତିଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ - president

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି।

author img

By

Published : Feb 12, 2019, 8:39 PM IST

Updated : Feb 12, 2019, 10:47 PM IST

ଦିଲ୍ଲୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତିଙ୍କୁ ଭେଟି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ସ୍ମାରକପତ୍ର ଦେଇଛନ୍ତି । ଆଉ ଏହି ଉପଲକ୍ଷେ ରାଷ୍ଟ୍ରପତିଙ୍କୁ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଅଧିନିୟମ-୨୦୧୪ ପାରିତ ହେବାର ସ୍ଥିତି ବାବଦରେ ଜଣାଇଥିଲେ ।

ଏଠାରେ ସୂଚନାଥାଉ କି ସୋମବାର ଦିନ ଚନ୍ଦ୍ରବାବୁ ଦିଲ୍ଲୀରେ ଧାରଣା ଦେଇଥିଲେ । ଆଉ ଏଠାରେ ମଧ୍ୟ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ଧାରଣା ଦେଇଥିଲେ । ବଡ କଥା ହେଉଛି ଚନ୍ଦ୍ରବାବୁଙ୍କୁ ଏହି ଧାରଣାରେ ଅନେକ ବିରୋଧୀ ଦଳ ନେତା ମଧ୍ୟ ସମର୍ଥନ ଦେଇଥିଲେ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡ଼ା, ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ, ତୃଣମୂଳ କଂଗ୍ରେସ ପ୍ରମୁଖ ସମର୍ଥନ ଦେଇଥିଲେ । ସେହିପରି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା ମଧ୍ୟ ସାମିଲ ହୋଇଥିଲେ।
ତେବେ ବଡ କଥା ହେଉଛି ନାଇଡୁଙ୍କୁ ସମର୍ଥନ କରି ରାହୁଲ କେନ୍ଦ୍ର ଉପରେ ବର୍ଷିଥିଲେ । ରାହୁଲ କହିଥିଲେ ପ୍ରଧାନମନ୍ତ୍ରୀ ଯୁଆଡେ ଯାଆନ୍ତି, ମିଛ ହିଁ କୁହନ୍ତି । ସେ କହିଥିଲେ ଯେ ଆନ୍ଧ୍ରପ୍ରଦେଶ ଲୋକଙ୍କ ସହ ସେ ଠିଆ ହୋଇଛନ୍ତି । ରାହୁଲ କହିଥିଲେ ଏ କିଭଳି ପ୍ରଧାନମନ୍ତ୍ରୀ ଯିଏ କି ଲୋକଙ୍କୁ ଦେଇଥିବା ପ୍ରତିଶୃତି ହିଁ ପୂରଣ କରୁନାହାଁନ୍ତି।

RESTRICTION SUMMARY: AP CLIENTS ONLY
SHOTLIST:
ASSOCIATED PRESS - AP CLIENTS ONLY
Beijing - 12 February 2019
1. Wide of Chinese foreign minsitry briefing
2. Reporters
3. SOUNDBITE (Mandarin) Hua Chunying, Chinese Foreign Ministry spokeswoman:
"For some time, the US has spared no effort to churn out all kinds of unwarranted charges against and fabricate various kinds of China threat theories. It flagrantly threatened and drove a wedge into the relationship between China and other countries, and slandered and cracked down on Chinese companies' legitimate development rights and interests."
4. Mid of reporters
5. SOUNDBITE (Mandarin) Hua Chunying, Chinese Foreign Ministry spokeswoman:
"The actions of the United States are neither fair nor moral, which are not what a big country is supposed to do. We believe that most countries can see through the true intentions of the US and its nature of bullying. Everyone can see this clearly. We hope that all parties can abandon ideological prejudice and zero-sum thinking, and provide fair, just, open, inclusive, transparent and standardised conditions for normal, friendly and win-win cooperation."
6. Wide of reporters
7. SOUNDBITE (Mandarin) Hua Chunying, Chinese Foreign Ministry spokeswoman:
"I don't know for the relevant media, or the sources overseas, how many times they have to be proven wrong and how hard they have to be slapped in the face, until they can stop making and spreading such false news."
8. Reporter working with laptop computer
9. SOUNDBITE (Mandarin) Hua Chunying, Chinese Foreign Ministry spokeswoman:
"Regarding the video you asked about, China has more than one billion people, do we need to release the video of everyone?"
10. Reporter working on computer
11. Hua leaving at end of news conference
STORYLINE:
China's Foreign Ministry on Tuesday said the US is "driving a wedge" between China and other countries, after US Secretary of State Mike Pompeo warned Hungary and other allies to shun business with Chinese telecommunications giant Huawei.
Briefing reporters in Beijing on Tuesday, Chinese Foreign Ministry spokesperson Hua Chunying accused the US of having a "nature of bullying" and of "fabricating various kinds of China threat theories".
Pompeo said on Monday nations would have to consider choosing between Huawei and the United States.
The warning was broad but pointedly delivered in Hungary, a NATO ally and European Union member where Huawei is a major player.
Hua also dismissed calls from members of the Uighur Muslim ethnic group to post videos of their relatives who have disappeared into internment camps.
The social media campaign, launched Tuesday under the hashtag #MeTooUyghur, follows the release of a state media video showing famed Uighur musician Abdurehim Heyit, who many believed had died in custody.
"China has more than one billion people, do we need to release a video of everyone?" Hua said, after she said media and sources that claimed Heyit had died were false news.  
===========================================================
Clients are reminded:
(i) to check the terms of their licence agreements for use of content outside news programming and that further advice and assistance can be obtained from the AP Archive on: Tel +44 (0) 20 7482 7482 Email: info@aparchive.com
(ii) they should check with the applicable collecting society in their Territory regarding the clearance of any sound recording or performance included within the AP Television News service
(iii) they have editorial responsibility for the use of all and any content included within the AP Television News service and for libel, privacy, compliance and third party rights applicable to their Territory.
Last Updated : Feb 12, 2019, 10:47 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.