ETV Bharat / bharat

ଭ୍ରଷ୍ଟାଚାର ନିରୋଧ ଦିବସ: ସବୁଠୁ ଉର୍ଦ୍ଧ୍ବରେ ରାଜସ୍ବ ବିଭାଗ

ସବୁଠୁ ଅଧିକ ରାଜସ୍ବ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହେଉଥିବାବେଳେ, ପ୍ରତ୍ୟେକ ମାସରେ 25 ଜଣ ଭ୍ରଷ୍ଟାଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

author img

By

Published : Dec 9, 2019, 10:28 AM IST

Revenue department
ପ୍ରତିକାତ୍ମକ ଫଟୋ

ଭୋପାଳ: ପ୍ରତ୍ୟେକ ବର୍ଷ ନଭେମ୍ବର 9କୁ ଆଣ୍ଟି କରପସନ ଡେ ବା ଭ୍ରଷ୍ଟାଚାର ନିରୋଧ ଦିବସ ଭାବେ ପାଳନ କରାଯାଏ । ଲୋକାୟୁକ୍ତର ତାଜା ରିପୋର୍ଟ ଅନୁସାରେ, ଚଳିତବର୍ଷ ଭ୍ରଷ୍ଟାଚାର ମାମଲାରେ ରାଜସ୍ବ ବିଭାଗ ଅନ୍ୟ ସମସ୍ତ ବିଭାଗକୁ ପଛରେ ପକାଇ ପ୍ରଥମ ସ୍ଥାନରେ ରହିଛି । ଏହାପରକୁ ରହିଛି ପଞ୍ଚାୟତ ଓ ସହକାରୀ ବିଭାଗ । ଶେଷରେ ବା ତୃତୀୟ ସ୍ଥାନରେ ରହିଛି ପୋଲିସ ବିଭାଗ ।

ମଧ୍ୟପ୍ରଦେଶର ସରକାରୀ ବିଭାଗରେ ହେଉଥିବା ଭ୍ରଷ୍ଟାଚାର ଉପରେ ନଜର ରଖୁଥିବା ଲୋକାୟୁକ୍ତ ଏଜେନ୍ସି ରିପୋର୍ଟ ଅନୁସାରେ ଚଳିତବର୍ଷ ଜାନୁଆରୀ 1 ରୁ ଡିସେମ୍ବର 5 ତାରିଖ ପର୍ଯ୍ୟନ୍ତ 294ଟି ଏଫଆଇଆର ରୁଜୁ ହୋଇଛି । ଏହି ଏଫଆଇଆର ଆଧାରରେ ଲୋକାୟୁକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଗିରଫ କରିଛି ।

ସରକାରଙ୍କର ରାଜସ୍ବ ବିଭାଗ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଭାଗ ଅଟେ । ଯେଉଁଥିରେ ଭୂମି ସମ୍ପର୍କିତ ସମସ୍ତ କାର୍ଯ୍ୟ ସାମିଲ ରହିଥାଏ । କିନ୍ତୁ ଏହି ବିଭାଗରେ ସବୁଠୁ ଅଧିକ ଭ୍ରଷ୍ଟାଚାର ହେଉଛି । ଲୋକାୟୁକ୍ତ ପକ୍ଷରୁ ଯେତିକି ବି ଏଫଆଇଆର ରୁଜୁ ହୋଇଛି, ସେଥିମଧ୍ୟରୁ ସବୁଠୁ ଅଧିକ ମାମଲା ରାଜସ୍ବ ବିଭାଗ ଓ କର୍ମଚାରୀଙ୍କର ଅଟେ । ଯଦି ଅଭିଯୋଗର କଥା ଉଠାଇବା ତେବେ ଏହି ବିଭାଗର ଅଧିକ ଅଭିଯୋଗ ଲୋକାୟୁକ୍ତ ପାଖରେ ହିଁ ପହଞ୍ଚିଛି ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.