ETV Bharat / bharat

ଆନ୍ଧ୍ର ବିଧାନ ପରିଷଦ ଉଚ୍ଛେଦ ପ୍ରସ୍ତାବକୁ ବିଧାନସଭାରେ ଗ୍ରୀନ ସିଗନାଲ

author img

By

Published : Jan 27, 2020, 7:43 PM IST

ଆନ୍ଧ୍ରପ୍ରଦେଶ ବିଧାନ ପରିଷଦ ଉଚ୍ଛେଦ କରିବା ପ୍ରସ୍ତାବ ବିଧାନସଭାରେ ପାରିତ ହୋଇଛି । ଏହା ପୂର୍ବରୁ ରାଜ୍ୟ ବିଧାନ ପରିଷଦକୁ ଉଚ୍ଛେଦ କରିବା ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିଥିଲା । ଅଧିକ ପଢନ୍ତୁ...

jagan mohan reddy
ଜଗନ ମୋହନ ରେଡ୍ଡୀ

ଅମରବତୀ: ଆନ୍ଧ୍ରପ୍ରଦେଶ ବିଧାନ ପରିଷଦ ଉଚ୍ଛେଦ କରିବା ପ୍ରସ୍ତାବ ବିଧାନସଭାରେ ପାରିତ ହୋଇଛି । ଆଗାମୀ ପ୍ରକ୍ରିୟା ପାଇଁ ଏହାକୁ ଏବେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ । ତେବେ ପ୍ରସ୍ତାବ ପାରିତ ହେବା ପରେ ସଦନକୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି କରାଯାଇଛି । ଏହା ପୂର୍ବରୁ ରାଜ୍ୟ ବିଧାନ ପରିଷଦକୁ ଉଚ୍ଛେଦ କରିବା ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିଥିଲା ।

ଆନ୍ଧ୍ରପ୍ରଦେଶ ବିଧାନସଭା

ସୂଚନାଯୋଗ୍ୟ ଯେ, ଆନ୍ଧ୍ର ପ୍ରଦଶର 58 ସଦସ୍ୟଯୁକ୍ତ ବିଧାନ ପରିଷଦରେ ଶାସକ ଦଳ ୱାଇଏସଆର କଂଗ୍ରେସର ମାତ୍ର 9 ଜଣ ସଦସ୍ୟ ଥିବା ବେଳେ ବିରୋଧୀ ଦଳ ତେଲୁରୁ ଦେଶମ ପାର୍ଟିର 28 ସଦସ୍ୟ ରହିଛନ୍ତି । ୱାଇଏସଆର କଂଗ୍ରେସ ସରକାର ରାଜ୍ୟରେ ତିନୋଟି ରାଜଧାନୀ ପାଇଁ ବିଧାନସଭାରେ ବିଲ୍ ଗୃହୀତ କରିଥିଲେ। ହେଲେ ନିକଟରେ ଏହା ବିଧାନ ପରିଷଦରେ ଖାରଜ ହୋଇଥିଲା । ବିଧାନ ପରିଷଦରେ ବିରୋଧୀଙ୍କ ସଂଖ୍ୟା ଅଧିକ ରହିଥିବାରୁ ଏଭଳି ହୋଇଥିଲା । ତେଣୁ ଆନ୍ଧ୍ର ସରକାର ବିଧାନ ପରିଷଦ ଉଚ୍ଛେଦ କରିବାର ନିଷ୍ପତ୍ତି ନେଇଛନ୍ତି ।

Intro:Body:

Andhra pradesh Legislature has approved the council's repeal. The members feel that the elders' house is a hindrance to development. The state government is going to send the bill to central government 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.