ETV Bharat / bharat

ଇଟିଭି ଭାରତରେ ଉନ୍ନାଓ ପୀଡିତାଙ୍କ ପିତା; ‘ମୋ ଝିଅକୁ ମିଳୁ ହାଇଦ୍ରାବାଦ ଭଳି ନ୍ୟାୟ’

author img

By

Published : Dec 6, 2019, 6:13 PM IST

ହାଇଦ୍ରାବାଦ ମହିଳା ପଶୁ ଡାକ୍ତରାଣୀଙ୍କ ଦୁଷ୍କର୍ମକାରୀଙ୍କୁ ପୋଲିସର ଏନକାଉଣ୍ଟର ପରେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପିତା ‘ଇଟିଭି ଭାରତ’କୁ ଦେଇଛନ୍ତି ପ୍ରତିକ୍ରିୟା । ମୋ ଝିଅକୁ ସମାନ ଢଙ୍ଗରେ ନ୍ୟାୟ ମିଳୁ ବୋଲି କହିଛନ୍ତି ପୀଡ଼ିତାଙ୍କ ପିତା ।

ଉନ୍ନାଓ
ଉନ୍ନାଓ

ହାଇଦ୍ରାବାଦ: ମହିଳା ଡାକ୍ତରାଣୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୁଷ୍କର୍ମକାରୀଙ୍କୁ ତେଲେଙ୍ଗାନା ପୋଲିସର ଏନକାଉଣ୍ଟର ପରେ ମୁହଁ ଖୋଲିଛନ୍ତି ଉନ୍ନାଓ ପୀଡ଼ିତାଙ୍କ ପିତା । ଦୁଷ୍କର୍ମକାରୀଙ୍କୁ ହାଇଦ୍ରାବାଦ ପୋଲିସ ଯେପରି ଦଣ୍ଡ ଦେଇଛି ଠିକ୍ ସେହିପରି ଦଣ୍ଡ ମୋ ଝିଅ ସହ ନାରକୀୟ କାଣ୍ଡ ଘଟାଇଥିବା ରାକ୍ଷସମାନଙ୍କୁ ଦିଆଯାଉ । ‘ଇଟିଭି ଭାରତ’କୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ପୀଡ଼ିତାଙ୍କ ପିତା ।

‘ମୋ ଝିଅକୁ ମିଳୁ ହାଇଦ୍ରାବାଦ ଭଳି ନ୍ୟାୟ’

ଦୁଷ୍କର୍ମକାରୀ ଜାମିନରେ ଆସି ପୀଡ଼ିତାଙ୍କୁ ପୁଣିଥରେ ପୋଡ଼ି ମାରିଦେବାକୁ ପ୍ରୟାସ କରିଥିଲେ । ଯେଉଁଥିରେ ପୀଡ଼ିତାଙ୍କ ଶରୀରର 90 ପ୍ରତିଶତ ଜଳି ଯାଇଥିବା ବେଳେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଗୁରୁତର ଅବସ୍ଥାରେ ଦିଲ୍ଲୀର ସଫଦରଜଙ୍ଗ ମେଡ଼ିକାଲରେ ବର୍ତ୍ତମାନ ଜାରି ରହିଛି ତାଙ୍କ ଚିକିତ୍ସା ।

ଇିଟିଭି ଭାରତକୁ ଦେଇଥିବା ସ୍ବତନ୍ତ୍ର ସାକ୍ଷାତକାରରେ ପୀଡ଼ିତାଙ୍କ ପିତା କହିଛନ୍ତି, ମୋ ଝିଅ ସହ ଦୁଷ୍କର୍ମ ଘଟାଇଥିବା ଜଣେ ଅଭିଯୁକ୍ତ ପୂର୍ବରୁ ମଧ୍ୟ ମାରିଦେବାକୁ ଧମକ ଦେଇଥିଲା । ଧମକ ଦେବାର କିଛିଦିନ ପରେ ଜେଲରୁ ଜାମିନରେ ଆସିଥିବା ଆଉ ଜଣେ ଅଭିଯୁକ୍ତ ଗୁରୁବାର ଏପରି ବର୍ବୋରଚିତ କାଣ୍ଡ ଘଟାଇଛି । ତେଣୁ ହାଇଦ୍ରାବାଦରେ ଦୁଷ୍କର୍ମର ଶିକାର ହୋଇଥିବା ଝିଅକୁ ଯେପରି ନ୍ୟାୟ ମିଳିଛି । ସେହିପରି ମୋ ଝିଅକୁ ନ୍ୟାୟ ମିଳୁ ବୋଲି କହିଛନ୍ତି ଉନ୍ନାଓ ପୀଡ଼ିତାଙ୍କ ପିତା ।

Intro:रेप viktim पिता

Body:रेप पीड़िता पिता

Conclusion:8601780000 मुनेश शुक्ला
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.