ETV Bharat / bharat

8 କାର ଯାତ୍ରୀଙ୍କୁ ଚାପି ଦେଲା ଟ୍ରକ୍‌ - ଆସାମରେ ସଡକ ଦୁର୍ଘଟଣା

ଆସାମର ଉଦଲଗୁଡି ଜିଲ୍ଲା ଓରାଙ୍ଗ ନିକଟବର୍ତ୍ତ 15 ନମ୍ବର ଜାତୀୟରାଜପଥଠାରେ ଏକ ଟ୍ରକ ସହ କାରର ଧକ୍କା ହୋଇଛି।

ଆସାମରେ ଆକ୍ସିଡେଣ୍ଟ
author img

By

Published : Nov 20, 2019, 11:51 AM IST

Updated : Nov 20, 2019, 1:15 PM IST

ଗୌହାଟୀ: ବୁଧବାର ସକାଳେ ଆସାମରେ ଏକ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି। ଏହାଯୋଗୁଁ ଘଟଣାସ୍ଥଳରେ 8ଜଣଙ୍କ ମୃତ୍ୟୁ ଘଟଛି। ରାଜ୍ୟର ଉଦଲଗୁଡି ଜିଲ୍ଲା ଓରାଙ୍ଗ ନିକଟବର୍ତ୍ତ 15 ନମ୍ବର ଜାତୀୟ ରାଜପଥ ଠାରେ ଏକ ଟ୍ରକ ସହ ଅନ୍ୟଏକ କାରର ଧକ୍କା ହୋଇଛି। ମୃତକ 8ଜଣ ମଙ୍ଗାଲୋଦି ଠାରୁ ତେଜପୁର ଅଭିମୁଖେ ଯାତ୍ରା କରୁଥିଲେ। ଏକ ଆର୍ଟିଗା କାରରେ ଯାତ୍ରା କରୁଥିବା 8 ଜଣ ଲୋକ ଏକ ବାହାଘର କାର୍ଯ୍ୟକ୍ରମରୁ ଫେରୁଥିଲେ। ଏହି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Intro:Body:

An accident took place on NH15 at Orang's Guwabil.The Ertiga(AS12 V9333) in which they were travelling hit the back of a truck(AS12 B2022). 8 people have died in the accident. The occupants of the car were moving from Mangaldoi to Tezpur after attending a marriage. The deadbodies were trapped in the car for a long time before being taken out with the help of locals. 

Conclusion:
Last Updated : Nov 20, 2019, 1:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.