ETV Bharat / bharat

11 ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇବ ଅମ୍ମା କ୍ୟାଣ୍ଟିନ - ଲକଡାଉନ

ତାମିଲନାଡୁର ଆମ୍ମା କ୍ୟାଣ୍ଟିନ 11 ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଉଥିବା ଗ୍ରେଟର ଚେନ୍ନାଇ କର୍ପୋରେସନ କମିଶନର ଜି ପ୍ରକାଶ ସୂଚନା ଦେଇଛନ୍ତି ।

amma canteen
11 ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇବ ଅମ୍ମା କ୍ୟାଣ୍ଟିନ
author img

By

Published : Apr 11, 2020, 3:09 PM IST

ଚେନ୍ନାଇ:ଦେଶରେ ଆତଙ୍କ ସୃଷ୍ଟି କରିଛି କୋରୋନା ଭାଇରସ । ଏଣୁ କୋରୋନାକୁ ବ୍ୟାପିବାରୁ ରୋକିବା ପାଇଁ ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଏହାମଧ୍ୟରେ ତାମିଲନାଡୁର ଆମ୍ମା କ୍ୟାଣ୍ଟିନ 11 ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଉଥିବା ଗ୍ରେଟର ଚେନ୍ନାଇ କର୍ପୋରେସନ କମିଶନର ଜି ପ୍ରକାଶ ସୂଚନା ଦେଇଛନ୍ତି ।

ତେବେ ଲକଡାଉନ ପରଠାରୁ ଦୋକାନ ବଜାର ଠାରୁ ଆରମ୍ଭ କରି ବିଭିନ୍ନ ଯାନବାହନ ମଧ୍ୟ ବନ୍ଦ ରହିଛି । ଫଳରେ ଦେଶରେ ଗରିବ ଏବଂ ଦିନ ମଜୁରିଆ ଲୋକ ଆସୁବିଧାର ସମ୍ମୁଖୀନ ହେବାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଲୋକଙ୍କୁ ଆଗୁଆ 3 ମାସର ରାସନ ପ୍ରଦାନ କରିଛନ୍ତି ।

ଏହି କ୍ରମରେ ତାମିଲନାଡୁର ଅମ୍ମା କ୍ୟାଣ୍ଟିନ ସାଧାରଣ ଦିନରେ 5 ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଉଥିବା ବେଳେ ବର୍ତ୍ତମାନ 11 ଲକ୍ଷ ଲୋକଙ୍କୁ ସେବା ଯୋଗାଇବ ବୋଲି ନିଷ୍ପତ୍ତି ନେଇଛନ୍ତି ।

ତେବେ ଅମ୍ମା କ୍ୟାଣ୍ଟିନରେ ଯଥେଷ୍ଟ ପରିମାଣର ଖାଦ୍ୟ ଷ୍ଟକ ଥିବାବେଳେ ଯେଉଁମାନେ ଖାଦ୍ୟ ଆବଶ୍ୟକ କରୁଛନ୍ତି ସେମାନଙ୍କୁ ଖାଦ୍ୟ ଯୋଗାଯିବ । ଯେପରି କୌଣସି ବ୍ୟକ୍ତି ଭୋକିଲା ନରୁହନ୍ତି ସେଥିପର୍ତି ଧ୍ୟାନ ଦିଆଯିବ ବୋଲି ଗ୍ରେଟର ଚେନ୍ନାଇ କର୍ପୋରେସନ କମିଶନର ଜି ପ୍ରକାଶ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.