ନୂଆଦିଲ୍ଲୀ: ଅମିତ ଶାହାଙ୍କ କୋରୋନା ରିପୋର୍ଟ ନେଗେଟିଭ । ଏନେଇ ବିଜେପି ସାଂସଦ ମନୋଜ ତିୱାରୀ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉକି, ଗତ ଅଗଷ୍ଟ 2ରେ ଅମିତ ଶାହା କୋରୋନା ପଜେଟିଭ ଥିବା ଜଣାପଡିଥିଲା । ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ମେଦାନ୍ତ ମେଡିକାଲ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।