ETV Bharat / bharat

କେନ୍ଦ୍ର ଗୃହମନ୍ତ୍ରୀଙ୍କ ବନ୍ୟାସ୍ଥିତି ସମୀକ୍ଷା - amit shah

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 14, 2019, 1:19 AM IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି । କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ଏନେଇ କେତେ ପ୍ରସ୍ତୁତ ତାହା ଆଲୋଚନା କରାଯାଇଛି । ସମସ୍ତ ପ୍ରକାର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ରାଜ୍ୟ ଓ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଶେଷ କରି ବିହାର ଓ ଆସାମରେ ତିନି ଚାରି ଦିନ ଧରି ପ୍ରବଳ ବୃଷ୍ଟିପାତ ହୋଇଛି । ଆସନ୍ତା 48ଘଣ୍ଟା ମଧ୍ୟରେ ଏହି ଦୁଇଟି ରାଜ୍ୟରେ ପୁଣି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Intro:କୃଷକ ଙ୍କ ପାଇଁ ଉର୍ନ୍ନତି ର ନାରା ଦେଇ ରାଜ୍ୟ ସରକାର ଆରମ୍ଭ କରିଥିବା କାଳିଆ ଯୋଜନା ଏବେ ସରକାର ଙ୍କ ପାଇଁ ଚିନ୍ତା ବଢାଇଲାଣି I କାଳିଆ ଯୋଜନା ପାଇଁ ନିର୍ବାଚନ ରେ ବହୁମତ ପାଇଥିବା ବିଜେଡି ନିର୍ବାଚନ ବିଜୟ ପରେ ଏ ପର୍ଯ୍ୟନ୍ତ ନିଜ ପ୍ରତିଶୃତି ରଖି ଚାଷୀଙ୍କୁ କାଳିଆ ଟଙ୍କା ଦେଇପାରିନି I ଏପଟେ କିନ୍ତୁ ସଂସଦ ରେ ସାଂସଦ ଭର୍ତ୍ତୃହରି ମହତାବ ଦାବି କରିଛନ୍ତି କି କାଳିଆ କୁ କେନ୍ଦ୍ରର ପିଏମ୍ କିଷାନ ସହ ମିଶାଇ ଦିଆଯାଉ , ଯାହାଫଳରେ ଆର୍ଥିକ ବୋଝ କମିବ I କିନ୍ତୁ ପିଏମ୍ କିଷାନ ଯୋଜନା କେନ୍ଦ୍ର ର ନିଜସ୍ୱ ଯୋଜନା ହେଇଥିବା ବେଳେ ଏଥିରେ କିପରି କାଳିଆକୁ ମିଶାଯାଇପାରିବ ବୋଲି ସାଧାରଣ ରେ ପ୍ରଶ୍ନ ଉଠୁଛି ଏପରିକି ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ କାଳିଆ କୁ ମୋହରା କରି ଜିତିଥିବା ବେଳେ ଏବେ ନିର୍ବାଚନ ଜିତିବା ପରେ ହଠାତ କାହିଁକି କାଳିଆ କୁ କେନ୍ଦ୍ର ଯୋଜନା ରେ ମିଶାଇବକୁ ଚାଁହୁଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।

Body:ଏନେଇ ତାରା ବାହିନୀ ପତି କଂଗ୍ରେସ ନେତା କହିଛନ୍ତି ଯେ,
ନିର୍ବାଚନ ଜିତିବା ପାଇଁ କାଳିଆ କଲେ କିନ୍ତୁ ଅର୍ଥ ନାହିଁ ,କଣ୍ଟିଜେନ୍ସି ଫଣ୍ଡ ରୁ ଅର୍ଥ ନେଇ କାଳିଆ ଯୋଜନା ରେ ଲଗାଇଥିଲେ ।ଏବେ ସରକାରଙ୍କ ପାଖରେ ଅର୍ଥ ନାହିଁ କି ଚାଷୀ ମାନଙ୍କ ତାଲିକା ନାହିଁ କହି କଟାକ୍ଷ କରିଛନ୍ତି ।ରାଜ୍ୟ ଋଣଭାର ରେ ବୁଡିଥିବା ହେତୁ ଋଣ ଭାରରୁ ବୁଡିବା ପାଇଁ ଏଭଳି କରୁଛନ୍ତି ବୋଲି କହିଛନ୍ତି ।

Conclusion:ସେପଟେ ବରିଷ୍ଠ ବିଜେପି ନେତା ଦାମୋଦର ରାଉତ ମଧ୍ୟ
କଟାକ୍ଷ କରି କହିଛନ୍ତି ଯେ,ସରକାର ଙ୍କ ପାଖରେ ଟଙ୍କା ନାହିଁ ତେଣୁ ରାଜ୍ୟ ସରକାର କାଳିଆ ସହ ପାଏମ୍ କିଶାନ କୁ ମର୍ଜ କରିବା ପାଇଁ କହୁଛନ୍ତି ,ଯେଉଁ ରାଜ୍ୟ ରେ ଋଣ ୧ଲକ୍ଷ ୨୯ ହଜାର କୋଟି ଋଣ କିନ୍ତୁ ବଜେଟ ହେଉଛି ୧ଲକ୍ଷ ୩୯ହଜାର କୋଟି ବଜେଟ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.