ETV Bharat / bharat

ମୌଜପୁର ହିଂସା: ଗୃହମନ୍ତ୍ରୀଙ୍କ ଜରୁରୀକାଳିନ ବୈଠକ - ମୌଜପୁର ହିଂସା

ଉତ୍ତର-ପୂର୍ବ ଦିଲ୍ଲୀର ଜାଫରାବାଦ ଆରମ୍ଭ ହୋଇଥିବା ହିଂସାର ଉଚ୍ଚସ୍ତରୀୟ ତଦନ୍ତ ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏହି ଆପାତକାଳିନ ବୈଠକର ଆୟୋଜନ କରିଛନ୍ତି । ଅଧିକ ପଢନ୍ତୁ...

amit shah called urgent meeting
ଗୃହମନ୍ତ୍ରୀଙ୍କ ଜରୁରୀକାଳିନ ବୈଠକ
author img

By

Published : Feb 25, 2020, 10:39 AM IST

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ଜାଫରାବାଦ ଆରମ୍ଭ ହୋଇଥିବା ହିଂସାର ଉଚ୍ଚସ୍ତରୀୟ ତଦନ୍ତ ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏହି ଜରୁରୀକାଳିନ ବୈଠକର ଆୟୋଜନ କରିଛନ୍ତି । ଏହାସହ କେନ୍ଦ୍ର ଗୃହ ସଚିବ ଏକେ ଭଲ୍ଲା ଅବସ୍ଥା ଉପରେ କଡା ନଜର ରଖାଯାଇଥିବା କହିଛନ୍ତି । ଶାନ୍ତି ବଜାୟ ରଖିବା ପାଇଁ ସମସ୍ତ ଜରୁରୀ ବ୍ୟବସ୍ଥା କରାଯିବା ନେଇ ସ୍ପଷ୍ଟ କରିଛନ୍ତି ।

ଉତ୍ତର-ପୂର୍ବ ଜିଲ୍ଲାରେ ବିଗିଡି ଥିବା ସ୍ଥିତିର ଦାୟିତ୍ବ ବହନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏକେ ଭଲ୍ଲାଙ୍କ ସମେତ ଦିଲ୍ଲାର ଉପରାଜ୍ୟପାଳ ଅନିଲ ବୈଜଲ ଓ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ।

ଦିଲ୍ଲୀରେ ହୋଇଥିବା ହିଂସାରେ ସୋମବାର ଜଣେ କନେଷ୍ଟବଳ ସମେତ 4ଜଣଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ 66 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ଉପଚାର ପାଇଁ ଜିଟିବି ଓ ଅନ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.