ETV Bharat / bharat

ଚାରିମାସ ପରେ ଖୋଲିଲା ଏମପି ପର୍ଯ୍ୟଟନ ନିଗମର ସମସ୍ତ ହୋଟେଲ, ରେସ୍ତୋରାଁ - ମହାମାରୀ କୋରୋନା

ଦୀର୍ଘ ଚାରିମାସ ବ୍ୟବଧାନ ପରେ ଖୋଲିଲା ମଧ୍ୟପ୍ରଦେଶ ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମର ସମସ୍ତ ହୋଟେଲ ଏବଂ ରେଷ୍ଟୁରାଣ୍ଟ । ମାର୍ଚ୍ଚରେ ଆରମ୍ଭ ହୋଇଥିବା ମହାମାରୀ କୋରୋନା ପାଇଁ 60 ରୁ ଅଧିକ ହୋଟେଲ ଏବଂ ରେଷ୍ଟୁରାଣ୍ଟ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା ନିଗମ । ଅଧିକ ପଢନ୍ତୁ...

ଚାରିମାସ ପରେ ଖୋଲିଲା ଏମପି ପର୍ଯ୍ୟଟନ ନିଗମର ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ

author img

By

Published : Aug 13, 2020, 2:46 PM IST

ଭୋପାଳ: ଦୀର୍ଘ ଚାରିମାସ ବ୍ୟବଧାନ ପରେ ଖୋଲିଲା ମଧ୍ୟପ୍ରଦେଶ ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମର ସମସ୍ତ ହୋଟେଲ ଏବଂ ରେଷ୍ଟୁରାଣ୍ଟ । ମାର୍ଚ୍ଚରେ ଆରମ୍ଭ ହୋଇଥିବା ମହାମାରୀ କୋରୋନା ପାଇଁ 60 ରୁ ଅଧିକ ହୋଟେଲ ଏବଂ ରେଷ୍ଟୁରାଣ୍ଟ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା ନିଗମ । ତେବେ ପର୍ଯ୍ୟଟକଙ୍କ ଚାହିଦା ଅନୁଯାୟୀ ଭୋପାଳ, ଇନ୍ଦୋର, ଜବଲପୁର, ଗ୍ୱାଲିଅର, ଖଜୁରାହୋ ଏବଂ ପାଚମାରି ଅଞ୍ଚଳର ସମସ୍ତ ହୋଟେଲ ଏବଂ ରେସ୍ତୋରାଁ ଖୋଲାଯାଉଛି।

ହୋଟେଲ ଏବଂ ରେସ୍ତୋରାଁ ଗୁଡିକ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଏବଂ SOP ଅନୁସରଣ କରିବେ ବୋଲି ନିଗମର ପରିଚାଳନା ନିର୍ଦ୍ଦେଶକ ଏସ୍ ବିଶ୍ୱନାଥନ୍ ଗଣମାଧ୍ୟମକୁ କହିଛନ୍ତି ।

ଏହି ସମୟରେ ମଧ୍ୟପ୍ରଦେଶରେ ଗତ 24 ଘଣ୍ଟା ମଧ୍ୟରେ 870 ଟି ନୂଆ ମାମଲା ରିପୋର୍ଟ ହେବା ପରେ ରାଜ୍ୟରେ ମୋଟ କୋଭିଡ୍ ମାମଲା ପ୍ରାୟ 41 ହଜାର 604 କୁ ବୃଦ୍ଧି ପାଇଛି। ଗତକାଲି ରାଜ୍ୟରେ 643 କୋରୋନା ରୋଗୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା, ଯେଉଁଥିରେ ରାଜ୍ୟରେ ସୁସ୍ଥ ମାମଲା 31 ହଜାର 239 ରେ ପହଞ୍ଚିଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.