ETV Bharat / bharat

ଆଲବର୍ଟ ଆଇନଷ୍ଟାଇନଙ୍କ ଜନ୍ମ ଦିନ: ଶିଖେଇଛନ୍ତି ଜୀବନରେ ସଫଳତାର ମନ୍ତ୍ର - ଆଲବର୍ଟ ଆଇନଷ୍ଟାଇନ

ଆଲବର୍ଟ ଆଇନଷ୍ଟାଇନ । ସେ ଏକାଧାରରେ ଜଣେ ମହାନ ଦାର୍ଶନିକ ଓ ବୈଜ୍ଞାନିକ ଥିଲେ । ତାଙ୍କର ଜନ୍ମ ଦିନରେ ତାଙ୍କ ବିଷୟରେ କିଛି ଅଧିକ ଜାଣନ୍ତୁ...

ଜୀବନର ସଫଳତାର ମନ୍ତ୍ର
ଜୀବନର ସଫଳତାର ମନ୍ତ୍ର
author img

By

Published : Mar 14, 2020, 10:12 PM IST

ହାଇଦ୍ରାବାଦ: କୁହାଯାଏ, ବିଜ୍ଞାନ କ୍ଷେତ୍ର ସହିତ ଜଡିତ ଲୋକମାନେ ଦାର୍ଶନିକ ନୁହଁନ୍ତି । ସେ ସର୍ବଦା ପରୀକ୍ଷଣ ଏବଂ ଫଳାଫଳ ସହହିଁ ବଞ୍ଚିଥାନ୍ତି । କିନ୍ତୁ ଏହା ବ୍ୟତୀତ ଆଲବର୍ଟ ଆଇନଷ୍ଟାଇନଙ୍କ ନାମ ସେହି ବୌଜ୍ଞାନିକମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ, ଯିଏ ଜଣେ ମହାନ ଦାର୍ଶନିକ ଥିଲେ । ଆଜି (ଶନିବାର) ତାଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ...

ଆଲବର୍ଟ (Theory of Relativity) ନିୟମ ପାଇଁ ଜଣାଶୁଣା । ଆଇନଷ୍ଟାଇନଙ୍କ ସିଦ୍ଧାନ୍ତ ବିଜ୍ଞାନ ଜଗତକୁ ବଦଳାଇ ଦେଇଥିଲା | ବିଜ୍ଞାନ ଜଗତ ବ୍ୟତୀତ, ତାଙ୍କର ତତ୍ତ୍ବ ଗୁଡିକ ସାଧାରଣ ଜୀବନର ଅନେକ ସ୍ଥାନରେ ମଧ୍ୟ ସତ୍ୟ ବୋଲି ପ୍ରମାଣିତ ହୋଇଛି । ଆଇନ୍‌ଷ୍ଟାଇନ୍, ବିଜ୍ଞାନର ନିୟମକୁ ବୁଝାଇବା ସହ ଏନେକ ସମୟରେ ସଫଳତା, ବିଫଳତା, କଳ୍ପନା ଏବଂ ଜ୍ଞାନ ବିଷୟରେ ଅନେକ ଥର ବାଖ୍ୟା କରିଛନ୍ତି ।

ଜୀବନର ସଫଳତାର ମନ୍ତ୍ର

କାଲିରୁ ଶିଖ ଏବଂ ଆଜି ପାଇଁ ବଞ୍ଚ । ଯଦି ଆପଣ ସଫଳ ହେବାକୁ ଚାହାଁନ୍ତି, ତେବେ ଜୀବନରେ ପ୍ରଶ୍ନ କରିବାର ଅଭ୍ୟାସକୁ କେବେବି ଛାଡନ୍ତୁ ନାହିଁ ।

ଆମେ ଆମର ସମସ୍ୟାକୁ ସେହି ବିଚାର ସହ ସମାଧାନ ପାରିବା ନାହିଁ ଯେଉଁଠାରୁ ସେ (ସମସ୍ୟା) ଉତ୍ପନ୍ନ

ଜ୍ଞାନୀ ହେବାର ପରିଚୟ ଅଧିକ ଜ୍ଞାନବାନ ହେବା ନୁହେଁ କିନ୍ତୁ ଏହାର ଅର୍ଥ କଳ୍ପନା ଏବଂ ସ୍ବପ୍ନର ଶକ୍ତି

ଅଭିଜ୍ଞତା ସଫଳତାର ସବୁଠାରୁ ବଡ ଉତ୍ସ

ଯିଏ ତାର ସୀମା ଜାଣେ, ଭାବନାଠାରୁ ଅଧିକ ଯାଏ

ତର୍କ ଆପଣଙ୍କୁ A ରୁ B କୁ ନେଇଯିବ । ମାତ୍ର କଳ୍ପନା ସାହାଯ୍ୟରେ ଆପଣ ଯେ କୌଣସି ସ୍ଥାନକୁ ଯାଇପାରିବେ

ବଞ୍ଚିବାର କେବଳ ଦୁଇଟି ଉପାୟ ଅଛି, ପ୍ରଥମଟି ହେଉଛି କିଛି ଚମତ୍କାର ନୁହେଁ ଏବଂ ଦ୍ବିତୀୟଟି ହେଉଛି ସବୁକିଛି ଚମତ୍କାର

ଯେତେବେଳେ ତୁମେ ପ୍ରକୃତିକୁ ଭଲ ଭାବରେ ଦେଖିବ, ସେତେବେଳେ ତୁମେ ସବୁକିଛି ବୁଝିପାରିବ

ବାରମ୍ବାର ଗୋଟିଏ ଜିନିଷ କରିବା ଏବଂ ପ୍ରତ୍ୟେକ ଥର ଭିନ୍ନ ଫଳାଫଳ ଆଶା କରିବା ମୁର୍ଖତା

ସର୍ବପ୍ରଥମେ ଆପଣ ଖେଳର ନିୟମ ଜାଣିବା ଉଚିତ । ତା ପରେ ଆପଣ ଅନ୍ୟମାନଙ୍କ ଅପେକ୍ଷା ଭଲ ଖେଳିପାରିବେ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.