ETV Bharat / bharat

କଷ୍ଟମ ବିଭାଗ ଜାଲରେ 3 ଭାରତୀୟ, ଜବତ ହେଲା ବିଦେଶୀ ମୁଦ୍ରା

ବିଦେଶୀ ମୁଦ୍ରା କାରବାର ଅଭିଯୋଗରେ 3 ଭାରତୀୟ ଗିରଫ । ଜବତ ହୋଇଥିବା ବିଦେଶୀ ମୁଦ୍ରାର ମୂଲ୍ୟ 2 କୋଟି 30 ଲକ୍ଷ ଟଙ୍କା ବୋଲି ଜଣାପଡିଛି ।

ଡିଜାଇନ ଫଟୋ
author img

By

Published : May 22, 2019, 1:15 PM IST

ନୂଆଦିଲ୍ଲୀ: ବିଦେଶୀ ମୁଦ୍ରା ନେଇ ବ୍ୟାଙ୍କକ ଫେରାର ହେଉଥିଲେ 3 ଭାରତୀୟ । ମାତ୍ର ଏହି ଯୋଜନାକୁ ପଣ୍ଡ କରିଦେଇଛି ସୀମା ଶୁଳ୍କ (କଷ୍ଟମ ବିଭାଗ ) । ଜବତ ବିଦେଶୀ ମୁଦ୍ରାର ମୂଲ୍ୟ 2 କୋଟି 30 ଲକ୍ଷ ଟଙ୍କା ହୋଇଥିବା ଜଣା ପଡିଛି । ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ (IGI) ବିମାନ ବନ୍ଦରରେ ସୀମା ଶୁଳ୍କ ଅଧିକାରୀ (କଷ୍ଟମ ଅଫିସିଆଲ) ଏ ସମ୍ପର୍କରେ ଖବର ପାଇ ପ୍ରଥମେ ଚଢାଉ କରିଥିଲେ ।

ଅଭିଯୁକ୍ତଙ୍କ ଠାରୁ ବିଦେଶୀ ମୁଦ୍ରା ଜବତ କରିବା ସହ ସେମାନଙ୍କୁ ଅଟକ ରଖି ପଚରା ଉଚରା କରୁଛି କଷ୍ଟମ ବିଭାଗ । ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

ପ୍ରକାଶ ଥାଉକି, ଦିଲ୍ଲୀର IGI ବିମାନ ବନ୍ଦରରୁ ବ୍ୟାଙ୍କକ ଅଭିମୁଖେ ଯାତ୍ରା କରୁଥିଲେ 3 ଭାରତୀୟ ।

Intro:Body:

dfhd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.