ETV Bharat / bharat

ରାଜଧାନୀ ଦିଲ୍ଲୀରେ ପୁଣି ବଢିଲା ବାୟୁ ପ୍ରଦୂଷଣ ସ୍ତର

ରାଜଧାନୀ ଦିଲ୍ଲୀରେ ପୁଣି ବିଢିଛି ପ୍ରଦୂଷଣ ସ୍ତର । ରବିବାର ସକାଳୁ ଦିଲ୍ଲୀର ମେଜର ଧ୍ୟାନଚନ୍ଦ ନ୍ୟାସନାଲ ଷ୍ଟାଡିୟମ ନିକଟରେ ଏୟାର କ୍ବାଲିଟି ଇଣ୍ଡେକ୍ସ 356 ରେକର୍ଡ କରାଯାଇଛି ।

delhi air pollution
ଫାଇଲ ଫଟୋ
author img

By

Published : Dec 8, 2019, 9:22 AM IST

ନୂଆଦିଲ୍ଲୀ: ଆଜି ମଧ୍ୟ ପ୍ରଦୂଷଣରୁ ଆଶ୍ବସ୍ତି ପାଇବେନି ଦିଲ୍ଲୀବାସୀ । ରାଜଧାନୀ ଦିଲ୍ଲୀରେ ପୁଣି ବିଢିଛି ପ୍ରଦୂଷଣ ସ୍ତର । ରବିବାର ସକାଳୁ ଦିଲ୍ଲୀର ମେଜର ଧ୍ୟାନଚନ୍ଦ ନ୍ୟାସନାଲ ଷ୍ଟାଡିୟମ ନିକଟରେ ଏୟାର କ୍ବାଲିଟି ଇଣ୍ଡେକ୍ସ 356 ରେକର୍ଡ କରାଯାଇଛି ।

delhi air pollution
ଫଟୋ ସୌଜନ୍ୟ: ଏଏନଆଇ

କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିଛି । ପ୍ରଦୂଷଣର ସ୍ତର ଅଧିକ ବଢିବାର ସମ୍ଭାବନା ରହିଛି । ଦିଲ୍ଲୀର ପ୍ରାୟ ସମସ୍ତ ଅଞ୍ଚଳରେ ପ୍ରଦୂଷଣର ସ୍ତର ଖରାପ ଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.