ETV Bharat / bharat

ତାମିଲନାଡୁ ରାଜ୍ୟସଭା ନିର୍ବାଚନ: 3 ଆସନରେ ପ୍ରାର୍ଥୀ ଦେଲା ଏଆଇଏଡିଏମକେ - Rajya Sabha elections in tamilnadu

ତାମିଲନାଡୁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଏଆଇଏଡିଏମକେ । ଖାଲି ଥିବା 6ଟି ରାଜ୍ୟସଭା ଆସନ ମଧ୍ୟରୁ ତିନୋଟିରେ ପ୍ରାର୍ଥୀ ଦେଇଛି ଦଳ ।

AIADMK
ତାମିଲନାଡୁ ରାଜ୍ୟସଭା ନିର୍ବାଚନ: ତିନିଟି ଆସନରେ ପ୍ରାର୍ଥୀ ଦେଲା ଏଆଇଡିଏମକେ
author img

By

Published : Mar 9, 2020, 1:45 PM IST

ଚେନ୍ନାଇ: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଏଆଇଏଡିଏମକେ । ତାମିଲନାଡୁରେ ଖାଲି ଥିବା 6ଟି ରାଜ୍ୟସଭା ଆସନ ମଧ୍ୟରୁ ତିନୋଟିରେ ପ୍ରାର୍ଥୀ ଦେଇଛି ଦଳ । କେପି ମୁନୁସ୍ବାମୀ, ଏମ୍‌ ଥାମ୍ବି ଦୁରାଇ ଓ ଜିକେ ବଶନଙ୍କୁ ପ୍ରାର୍ଥୀ କରିଛି ଦଳ ।

ସୂଚନା ଥାଉକି, ତାମିଲନାଡୁର 6, ମହାରାଷ୍ଟ୍ରର 7, ପଶ୍ଚିମବଙ୍ଗର 5ଟି, ବିହାରର 5ଟି, ଓଡିଶାର 4ଟି, ଗୁଜୁରାଟର 4ଟି, ଆନ୍ଧ୍ରପ୍ରଦେଶର 4ଟି, ରାଜସ୍ଥାନର 3ଟି, ମଧ୍ୟପ୍ରଦେଶର 3ଟି, ଆସାମର 3ଟି, ତେଲେଙ୍ଗାନାର 2ଟି, ଛତିଶଗଡର 2ଟି, ହରିୟାଣାର 2ଟି, ଝାଡଖଣ୍ଡର 2ଟି, ହିମାଚଳପ୍ରଦେଶର ଗୋଟିଏ, ମଣିପୁରର ଗୋଟିଏ ଓ ମେଘାଳୟର ଗୋଟିଏ ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.