ETV Bharat / bharat

କାବୁଲରେ ଆତ୍ମଘାତୀ ବୋମା ବିସ୍ଫୋରଣ, 4 ମୃତ

କାବୁଲରେ ଆତ୍ମଘାତୀ ବୋମା ବିସ୍ଫୋରଣରେ 4 ଜଣଙ୍କ ମୃତ୍ୟୁ। ଏଭଳି ଘଟଣା ବୁଧବାର ସକାଳ ସମୟରେ ପଶ୍ଚିମ ନାନଘାର ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି ।

author img

By

Published : Mar 6, 2019, 5:17 PM IST

ଫାଇଲ ଫଟୋ

କାବୁଲ: କାବୁଲରେ ଆତ୍ମଘାତୀ ବୋମା ବିସ୍ଫୋରଣରେ 4 ଜଣଙ୍କ ମୃତ୍ୟୁ । ଏହି ଭୟଙ୍କର ବିସ୍ଫୋରଣଟି ଜଲାଲବାଦ ବିମାନବନ୍ଦର ନିକଟସ୍ଥ ଏକ ନିର୍ମାଣଧୀନ କମ୍ପାନୀ ଉପରେ ଘଟିଛି । ଏଭଳି ଘଟଣା ବୁଧବାର ସକାଳ ସମୟରେ ପଶ୍ଚିମ ନାନଘାର ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି ।

ବିସ୍ଫୋରଣର ମାତ୍ରା ବହୁତ ଭୟଙ୍କର ଥିଲା । ଏଥିରେ ଅନ୍ୟ 5 ଜଣ ଲୋକ ଆହତ ହୋଇଥିବା ପୋଲିସ ଚିଫ୍ ଜେନେରାଲ ସନାୟା ସତନିକାଜୟା କହିଛନ୍ତି ।

ଏହାସହ ଅନ୍ୟ କେତେକ ଆକ୍ରମଣକାରୀ କମ୍ପାନୀ ମଧ୍ୟକୁ ପ୍ରବେଶ କରିବା ସହ ଗୁଳି ଚାଳନା ବର୍ତ୍ତମାନ ସ୍ଥିତିରେ ଜାରି ରଖିଛନ୍ତି । ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ଆମେରିକା ସେନା ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ତାଲିବାନ ଓ ଇସଲାମିକ ସଙ୍ଗଠନ ପଶ୍ଚିମ ଆଫଗାନିସ୍ଥାନରେ ଅତ୍ୟନ୍ତ ସକ୍ରିୟ ରହିଥାନ୍ତି । ଏହାସହ ନାନଘାର ଅଞ୍ଚଳ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଥାଏ ।

Intro:ରାଉରକେଲା- ରାଉରକେଲା ର ଏସଟିଆଇ ରେ flyover ନିର୍ମାଣ ପରେ ଏସଟିଆଇ ରେଳ ଟ୍ରାକ ଦେଇ ଯିବା ଆସିବା ରାସ୍ତା କୁ ବନ୍ଦ କରି ଦିଆଯାଇଛି। ରେଳ ଫାଟକ କୁ ବନ୍ଦ କରି ଦିଅ ଯାଇଛି ତଥା ଏହାର ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଆଜି ରେଳ ଲାଇନ ଉପରେ ଲୋକ ଆସି ଯାଇ ଥିଲେ।

Body:ପରେ ରାଉରକେଲା ଷ୍ଟେସନ ମ୍ୟାନେଜର ଲୋକ ମାନଙ୍କୁ ବୁଝାଇ ଥିଲେ କି ସ୍ଥାନୀୟ ଲୋକ ନିଜ ର ଦାବୀ ଉପସ୍ଥାପନ ପ୍ରଶାସନ ପାଖରେ କରିଲେ ସେମାନେ ଉଚ୍ଚସ୍ତର ରେ କିଛି ନିଷ୍ପତି ନେଇ ପାରିବେ। ତା ପରେ ଆନ୍ଦୋଳନକାରୀ ରେଳ ରୋକୋ ଆନ୍ଦୋଳନ ରୁ ଓହରି ଥିଲେ।

Conclusion:ଲୋକଙ୍କ କହିବାର ଥିଲା ରେ ଏଠାରେ ବାସ କରୁଥିବା ଲୋକଙ୍କ ଅଳ୍ପ କାମ ପାଇଁ ବହୁତ ଦୂର ବୁଲି ଯିବାକୁ ପଡ଼ିବ।
bite- 2 ସ୍ଥାନୀୟ ଲୋକଙ୍କ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.