ETV Bharat / bharat

କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ପିଏସି ଚେୟାରମ୍ୟାନ ନିଯୁକ୍ତ

କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ପବ୍ଲିକ ଆକାଉଣ୍ଟସ କମିଟି(ପିଏସି)ର ଚେୟାରମ୍ୟାନ ହୋଇଛନ୍ତି । ଲୋକସଭା ବାଚସ୍ପତି ଓମ ବିର୍ଲା ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି ।

author img

By

Published : Jul 26, 2019, 2:52 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ପବ୍ଲିକ ଆକାଉଣ୍ଟସ କମିଟି(ପିଏସି)ର ଚେୟାରମ୍ୟାନ ହୋଇଛନ୍ତି କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ । ସେ କଂଗ୍ରେସର ଏକମାତ୍ର ସଭ୍ୟଭାବେ ଏହି କମିଟିରେ ସ୍ଥାନ ପାଇଛନ୍ତି ।

ଲୋକସଭା ବାଚସ୍ପତି ଓମ ବିର୍ଲା ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ପିଏସିରେ 15 ଜଣ ଲୋକସଭାର ସଦସ୍ୟ ରହିଥିବା ବେଳେ 7 ଜଣ ରାଜ୍ୟସଭାର ସଦସ୍ୟ ରହିଛନ୍ତି ।

ଲୋକସଭାର 15ଜଣ ସଦସ୍ୟଙ୍କ ମଧ୍ୟରୁ 9 ଜଣ ବିଜେପିର ସଦସ୍ୟ ରହିଛନ୍ତି । ସେହିପରି ଡିଏମକେ, ଶିବସେନା, ଜେଡିୟୁ, ୱାଇଏସଆର କଂଗ୍ରେସ ଓ ବିଜେଡିର ଜଣେ ଲେଖାଁଏ ସଦସ୍ୟ ରହିଛନ୍ତି ।

Intro:Body:

sdfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.