ETV Bharat / bharat

'ଅଭିନନ୍ଦନ' ସ୍କିମରେ ମାଗଣା ଶିକ୍ଷା, ଏହି ଛାତ୍ରଛାତ୍ରୀଙ୍କୁ ମିଳିବ ଫାଇଦା

author img

By

Published : Mar 14, 2019, 7:17 PM IST

ଭାରତର ଗର୍ବ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ନାମରେ ଆସିଲା ଯୋଜନା । ଅଭିନନ୍ଦନଙ୍କ ବଳିଦାନକୁ ଗୁରୁତ୍ୱ ଦେଇ ହରିୟାଣା ବିଶ୍ୱକର୍ମା କୌଶଳ ବିଶ୍ୱବିଦ୍ୟାଳୟ ଆଣିଛି ନୂଆ ସ୍କିମ । ଆସନ୍ତା 2019-20 ପାଠ୍ୟକ୍ରମରେ ଏହି ଯୋଜନା ଲାଗୁ ହେବା ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତର ଗର୍ବ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ନାମରେ ଆସିଲା ଯୋଜନା । ଅଭିନନ୍ଦନଙ୍କ ବଳିଦାନକୁ ଗୁରୁତ୍ୱ ଦେଇ ହରିୟାଣା ବିଶ୍ୱକର୍ମା କୌଶଳ ବିଶ୍ୱବିଦ୍ୟାଳୟ ଆଣିଛି ନୂଆ ସ୍କିମ । ଆସନ୍ତା 2019-20 ପାଠ୍ୟକ୍ରମରେ ଏହି ଯୋଜନା ଲାଗୁ ହେବା ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

ଭାରତୀୟ ସେନାର ଶହୀଦଙ୍କ ପତ୍ନୀ, ବୀରତା ପୁରସ୍କାରପ୍ରାପ୍ତ ଶହୀଦଙ୍କ ପତ୍ନୀ ଓ ପିଲାମାନଙ୍କୁ ମିଳିବ ଅଭିନନ୍ଦନ ଯୋଜନାରେ ଫାଇଦା । ଏହି ସ୍କିମ ଅନୁସାରେ କୋର୍ସ ଫି, ବହିପତ୍ର, ଖାଇବା ପିଇବା, ହୋଟେଲ ଓ ଯାତ୍ରା ଖର୍ଚ୍ଚ ଆଦି ତୁଲାଇବ ବିଶ୍ୱବିଦ୍ୟାଳୟ । ଅଭିନନ୍ଦନ ସ୍କିମର ଲାଭ ଉଠାଇବା ପାଇଁ ଯୋଗ୍ୟ ପ୍ରାର୍ଥୀ ଚଳିତ ବର୍ଷ କୌଣସି ପାଠ୍ୟକ୍ରମରେ ଆବେଦନ କରି ପାରିବେ ।

ଆବେଦନକାରୀ ପ୍ରାର୍ଥୀଙ୍କ ସଂଖ୍ୟା ଉପଲବ୍ଧ ସିଟ ମୁତାବକ ଅଧିକ ଥିଲେ ମେରିଟ ଲିଷ୍ଟ ପ୍ରସ୍ତୁତ କରାଯାଇ ସେହି ଆଧାରରେ ପ୍ରବେଶ ମିଳିବା ନେଇ କହିଛନ୍ତି କଲେଜ କର୍ତ୍ତୃପକ୍ଷ ।

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.