ETV Bharat / bharat

ଦିଲ୍ଲୀ ରିମାଣ୍ଡରେ ଯିବ ଜୈସ-ଇ-ମହମ୍ମଦର ଆତଙ୍କବାଦୀ

author img

By

Published : May 14, 2019, 9:47 AM IST

Updated : May 14, 2019, 11:22 AM IST

ପୋଲିସ ହାତରେ ଜୈସ-ଇ-ମହମ୍ମଦର ଆତଙ୍କବାଦୀ । ଗତ 11ତାରିଖରେ ଶ୍ରୀନଗରରୁ ଗିରଫ ହୋଇଥିବା ଆତଙ୍କବାଦୀ ଅବଦୁଲ ମଜୀଦ ବାବାକୁ ରିମାଣ୍ଡରେ ନେବ ଦିଲ୍ଲୀ ପୋଲିସ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ନୂଆଦିଲ୍ଲୀ: ପୋଲିସ ହାତରେ ଦୀର୍ଘ 12 ବର୍ଷ ହେବ ୱାଣ୍ଟେଡ ଥିବା ଜୈସ-ଇ-ମହମ୍ମଦର ଆତଙ୍କବାଦୀ ଅବଦୁଲ ମଜୀଦ ବାବା । ତାକୁ ରିମାଣ୍ଡରେ ନେବ ଦିଲ୍ଲୀ ପୋଲିସ । ଏହି ଆତଙ୍କୀର ମୁଣ୍ଡ ପାଇଁ 2 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ତାକୁ ଧରିବା ପାଇଁ 2007ରୁ ବହୁ ଉଦ୍ୟମ କରିଥିଲେ। ଶେଷରେ ମଜୀଦ ବାବାକୁ ଧରିବାରେ ସଫଳ ହୋଇଛି ପୋଲିସ ।

ଡିସିପି ସଞ୍ଜୀବ ଯାଦବଙ୍କ ସୂଚନା ମୁତାବକ, ଦୀର୍ଘ ସମୟ ଧରି ଏହି ଆତଙ୍କବାଦୀକୁ ଧରିବା ପାଇଁ ସ୍ପେଶାଲ ସେଲ୍ ଉଦ୍ୟମ ଚଳାଇଥିଲା । ଜମ୍ମୁ-କାଶ୍ମୀର ସୋପୋର ଜିଲ୍ଲାରେ ଅବଦୁଲ ମଜୀଦ ବାବାର ଘର । ସେ ଶ୍ରୀନଗରରେ ଥିବା ସୂଚନା ମିଳିଥିଲା। ଶେଷରେ ତାକୁ ଧରିବାରେ ସଫଳ ହୋଇଛି ପୋଲିସ ।

ତେବେ ଶ୍ରୀନଗର କୋର୍ଟରେ ତାକୁ ହାଜର ପରେ ରିମାଣ୍ଡରେ ନେବ ଦିଲ୍ଲୀ ପୋଲିସ । ଜୈସ-ଇ-ମହମ୍ମଦ ଉପରେ ଅବଦୁଲ ମଜୀଦ ବାବାଠୁ ବହୁ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।

Intro:Body:

sdfd

Conclusion:
Last Updated : May 14, 2019, 11:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.