ETV Bharat / bharat

ବିଜେପି ନୁହେଁ ଆପକୁ ମୁସଲିମଙ୍କ ଭରଷା! - ଆପକୁ ମୁସଲିମଙ୍କ ଭରଷା

ଦିଲ୍ଲୀ ବିଧାନସଭା ନିର୍ବାଚନ ସରିଛି ସତ ହେଲେ ଜନମତ କାହାକୁ ଯିବ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। ଏକଜିଟ ପୋଲ ଯାହା କହୁଛି ଦିଲ୍ଲୀରେ ବିଜେପି ଠାରୁ ଆପ ଉପରେ ବେଶି ଭରଷା କରିଛନ୍ତି ଜନତା । ଅଧିକ ଖବର ପଢନ୍ତୁ...

ବିଜେପି ନୁହେଁ ଆପକୁ ମୁସଲିମଙ୍କ ଭରଷା!
ବିଜେପି ନୁହେଁ ଆପକୁ ମୁସଲିମଙ୍କ ଭରଷା!
author img

By

Published : Feb 9, 2020, 1:41 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ସରିଛି ସତ ହେଲେ ଜନମତ କାହାକୁ ଯିବ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। ଆପ, କଂଗ୍ରେସ ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର ହୋଇଥିବା ବେଳେ ଆପ ପୁଣିଥରେ ସତ୍ତାରେ ଆସିବା ନେଇ କିଛି ଏକଜିଟ ପୋଲ ଆକଳନ କରିଛନ୍ତି । ମାତ୍ର 'ଏକଜିଟ ପୋଲ ଆର ନଟ ଏକଜାଟ ପୋଲ' ଏକଥା କୁ ନେଇ ପରସ୍ପରକୁ ଟାର୍ଗେଟ ମଧ୍ୟ କରିବା ଆରମ୍ଭ କଲେଣି ଦଳ । ଏସବୁ ମଧ୍ୟରେ କିନ୍ତୁ ଗୋଟିଏ କଥାକୁ ନେଇ ଚର୍ଚ୍ଚା ମୁସଲିମ ସଂପ୍ରଦାୟର ଭୋଟ ଯାଇଛି କାହାକୁ ?

କାରଣ ଏକଜିଟ ପୋଲ ଯାହା କହୁଛି ଦିଲ୍ଲୀରେ ବିଜେପି ଠାରୁ ଆପ ଉପରେ ବେଶି ଭରଷା କରିଛନ୍ତି ଜନତା । ଆଉ ସେଥିମଧ୍ୟରେ ମୁସଲିମ ଭୋଟର ଥିବା ବି ଚର୍ଚ୍ଚା ହେଉଛି । କହିବାକୁ ଗଲେ ପ୍ରାୟ 60 ପ୍ରତିଶତ ମୁସଲିମ ଭୋଟ ଆପକୁ ମିଳିଥିବା ଚର୍ଚ୍ଚା ହେଉଛି। ତେବେ ଦେଖିବାକୁ ରହିଲା ନିର୍ବାଚନ ଫଳାଫଳ ଆସିବା ପରେ କିଏ ବିଜୟ ହାସଲ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.