ETV Bharat / bharat

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରକ, ଦେଖନ୍ତୁ ଭିଡିଓ

ବିଳମ୍ବିତ ରାତିରେ ରାଜପଥରେ ଜଳିଗଲା ଟ୍ରକ । ମଧ୍ୟପ୍ରଦେଶ ଭୋପାଳରେ ଡିଭାଇଡରରେ ପିଟି ହୋଇ ଟ୍ରକ ଜଳି ଯାଇଥିବା ନେଇ ସୂଚନା ମିଳିଛି ।

author img

By

Published : Apr 14, 2019, 4:18 PM IST

ଫଟୋ ସୌଜନ୍ୟ: ସୋସିଆଲମିଡିଆ/ ଫେସବୁକ

ଭୋପାଳ: ଦିନକୁ ଦିନ ବଢି ଚାଲିଛି ସଡକ ଦୁର୍ଘଟଣା । ମଧ୍ୟପ୍ରଦେଶ ଉଜ୍ଜେନରେ ସିସିଟିଭିରେ କଏଦ ହୋଇଛି ଏକ ଏପରି ସଡକ ଦୁର୍ଘଟଣା ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଭିଡିଓ ସୌଜନ୍ୟ: ସୋସିଆଲମିଡିଆ/ ଫେସବୁକ

ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଡିଭାଇଡରରେ ପିଟି ହୋଇ ଯାଇଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା । ଫଳରେ ଡିଜେଲ ଟାଙ୍କି ଫାଟିବା ଯୋଗୁଁ ଟ୍ରକରେ ସଙ୍ଗେ ସଙ୍ଗେ ନିଆଁ ଲାଗି ଯାଇଥିଲା । ତେବେ ସୌଭାଗ୍ୟ ବଶତଃ ଟ୍ରକରେ ଥିବା ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ସେପଟେ ରାସ୍ତାରେ ଅନ୍ୟ କୌଣସି ଗାଡି ଯାଉନଥିବା ହେତୁ ବିଶେଷ କିଛି କ୍ଷତି ହୋଇନାହିଁ ।

Intro:Body:

gfgffg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.