ETV Bharat / bharat

ଚଳନ୍ତା ଟ୍ରେନରୁ ଗଳିପଡିଲେ ମହିଳା, ଉଦ୍ଧାର କଲେ ଆରପିଏଫ ଜବାନ - train

ଗୁଜୁରାଟ ଅହମ୍ମଦାନଗର ରେଳ ଷ୍ଟେସନରେ ଚଳନ୍ତା ଟ୍ରେନକୁ ଚଢିବାକୁ ଯାଇ ଜଣେ ମହିଳା ଗଳିପଡିଲେ । କୌଣସି ଅଘଟଣ ଘଟିବା ପୂର୍ବରୁ ଆରପିଏଫ ଯବାନ କଲେ ଉଦ୍ଧାର ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 12, 2019, 7:03 PM IST

ଅହମ୍ମଦାବାଦ: ଦେଶବାସୀଙ୍କୁ ସୁରକ୍ଷା ଦେବା ଯବାନଙ୍କ କର୍ତ୍ତବ୍ୟ । ସେ ସୀମାରେ ଆତଙ୍କବାଦୀଙ୍କ ସହ ସଂଘର୍ଷ କରିବା ହେଉ କିମ୍ବା ସାଧାରଣଜନତାଙ୍କ ସୁରକ୍ଷା ପାଇଁ, ସବୁବେଳେ ନିଜର ପ୍ରୟାସ ଜାରି ରଖିଥାନ୍ତି ଏଇ ଯବାନ । ବେଳେ ବେଳେ ସେମାନଙ୍କ ମାନବିକତା ଏତେ ମାତ୍ରାରେ ବଢିଯାଏ ଯେ ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖରୁ ମଧ୍ୟ ବଞ୍ଚାଇ ଆଣିଥାନ୍ତି । ଜଣେ ଯବାନର ମାନବିକତାର ଉଦାହରଣ ଦେଖିବାକୁ ମିଳିଛି ଗୁଜୁରାଟର ଅହମ୍ମଦାନଗରରେ । ଏଠାରେ ଜଣେ ମହିଳା ଚଳନ୍ତା ଟ୍ରେନରୁ ଖସିପଡୁଥିବା ବେଳେ ଉଦ୍ଧାର କରିଛନ୍ତି ଆରପିଏଫ ଜବାନ ।

ଭିଡିଓ ସୌଜନ୍ୟ: ଏଏନଆଇ

ସୂଚନା ଅନୁସାରେ ଗୁଜୁରାଟ ଅହମ୍ମଦାନଗର ରେଳ ଷ୍ଟେସନରେ ଗୋଟେ ଟ୍ରେନ ଛାଡିଦେଇଥିଲା । ଆଉ ସେହି ଚଳନ୍ତା ଟ୍ରେନକୁ ଚଢିବାକୁ ଯାଇ ଜଣେ ମହିଳା ଗଳିପଡିଲେ । ଏହା ଦେଖି ପ୍ଲାଟଫର୍ମରେ ଥିବା ସ୍ଥାନୀୟ ଲୋକେ ଏବଂ ଆରପିଏଫ ଯବାନ ଉକ୍ତ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଦୌଡି ଯାଇଥିଲେ । ମହିଳା ଜଣକ ନିଜ ସାମନ ଧରି ଟ୍ରେନକୁ ଚଢିବା ବେଳେ ତାଙ୍କ ଗୋଡ ଖସିଯାଇଥିଲା । ଫଳରେ ସେ ଟ୍ରେନ ତଳେ ଆସିଯାଇଥିଲେ । ତାଙ୍କର କୌଣସି ଅଘଟଣ ହେବା ପୂର୍ବରୁ ଉକ୍ତ ଜବାନ ଜଣକ ତାଙ୍କୁ ସୁରକ୍ଷିତ ଭାବେ ଟାଣି ଆଣିଲେ । ଯାହାକି ସିସିଟିଭିରେ କଏଦ ହୋଇଛି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Intro:Body:

BLANK  FOR STORY

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.