ETV Bharat / bharat

'ଜୟ ଶ୍ରୀ ରାମ' କହିଲେନି ବୋଲି ମୁସଲିମ ଯୁବକଙ୍କୁ ଦୁର୍ବୃତ୍ତଙ୍କ ମାଡ - issye

ଜୟ ଶ୍ରୀରାମ ନକହି ଦୁର୍ବୃତ୍ତଙ୍କ ମାଡର ଶିକାର ହେଲେ ମୁସଲିମ ଯୁବକ ।

ଫାଇଲ ଫଟୋ
author img

By

Published : Jul 15, 2019, 9:58 AM IST

ଲକ୍ଷ୍ନୌ: ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ରୂପେ ସାରା ବିଶ୍ବରେ ପରିଚିତ ଥିଲେ ମଧ୍ୟ ଆଜିବି ଦେଶରେ ଜାତି ଓ ଧର୍ମକୁ ନେଇ ଲୋକଙ୍କ ମଧ୍ୟରେ ବିବାଦ ଲାଗି ରହିଛି । କିଛି ସ୍ଥାନ ଏପରି ମଧ୍ୟ ଅଛି, ଯେଉଁଠି ଜୋରଜବରଦସ୍ତ ଲୋକଙ୍କୁ ନିଜର ଜାତି ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଉଛି । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ଗତ ରବିବାର ଏକ ମୁସଲିମ ବ୍ୟକ୍ତିଙ୍କୁ 10ରୁ ଊର୍ଦ୍ଧ୍ବ ଯୁବକ ମାରପିଟ୍ କରିବା ସହ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଇଥିବା ଅଭିଯୋଗ ହୋଇଛି ।

ପ୍ରକାଶ ଥାଉକି, ଗତ ରବିବାର ଇମଲାକୁର ରେହମାନ ନାମକ ଯୁବକ ନିଜ ଫେରିବା ସମୟରେ ସରୋରା ଗ୍ରାମ ଠାରେ 10ରୁ 12 ଜଣ ଯୁବକ ବାଇକ ଯୋଗେ ଆସି ତାଙ୍କୁ ଅଟକାଇଥିଲେ । ଏହାପରେ ଇମଲାକୁରଙ୍କ ଟୋପି କାଢିବା ସହ ମାରପିଟ୍ କରି ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଇଥିଲେ ।

ଏହି ଘଟଣା ପରେ ଇମଲାକୁର ବୁଢାନା ଥାନାରେ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିବା ସହ ଏହି ଘଟଣାର କୌଣସି ସାମ୍ପ୍ରଦାୟିକ ସମ୍ବନ୍ଧ ନଥିବା ପୋଲିସ ସୂଚନା ଦେଇଛି ।

Intro:Body:

BLANK FOR LINK STORY 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.