ETV Bharat / bharat

କୋରୋନା ଚିତ୍ରରେ ସଚେତନତା ବାର୍ତ୍ତା

author img

By

Published : Apr 18, 2020, 2:57 PM IST

ଲୋକଙ୍କୁ ସଚେତନ କରି ଘରେ ରହିବା ପାଇଁ ଝାଡଖଣ୍ଡର ଏକ କଳାକାର ଗୃପର ଅଭିନବ ପ୍ରୟାସ । ରାସ୍ତାରେ କୋରୋନା ଚିତ୍ର କରି ବାଣ୍ଟୁଛନ୍ତି ବାର୍ତ୍ତା । ଅଧିକ ପଢନ୍ତୁ...

Coronaviru
କୋରୋନା ଗ୍ରାଫିଟି ମାଧ୍ୟମରେ ସଚେତନତାର ବାର୍ତ୍ତା

ରାଞ୍ଚି: ଦେଶରେ କାୟାବିସ୍ତାର କରିଛି କୋରୋନା । ଏହାକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ଏନେଇ ଲୋକଙ୍କ ଭିତରେ ଅନେକ ସଚେତନତା ସୃଷ୍ଟି କରୁଛନ୍ତି । ଏହି ପ୍ରରିପେକ୍ଷୀରେ ଆଗକୁ ଆସୁଛନ୍ତି ଅନେକ ସ୍ବେଚ୍ଛାସେବୀ, ସମାଜସେବୀ, ବିଭିନ୍ନ କମିଟି ଓ ସେବାସଂସ୍ଥା ମାନ ।

ସେହିଭଳି ଏକ କଳାକାର ଗ୍ରୁପ ଝାଡଖଣ୍ଡର ରାଜଧାନୀ ରାଞ୍ଚିର ଏକ ଗଳି ରାସ୍ତାରେ କୋରୋନାର ଗ୍ରାଫିଟି ଚିତ୍ର ଆଙ୍କି ସଚେତନତାର ବାର୍ତ୍ତା ବାଣ୍ଟୁଥିବାର ଫଟୋ ଭାଇରାଲ ହୋଇଛି । ଯାହା ବେଶ ଆକର୍ଷଣୀୟ ଅଟେ । ଏହା ସୂଚାଉଛି ଯେ, ଯଦି ଆମେ ସଚେତନ, ଘରେ ସୁରକ୍ଷିତ ନରହିବା ତେବେ କୋରୋନା ରୂପକ ରାକ୍ଷାସ ଆମକୁ ଗ୍ରାସ କରିବ ।

କାରଣ ଦେଶରେ ବୃଦ୍ଧି ପାଉଥିବା କୋରୋନାକୁ ରୋକିବା ପାଇଁ ଏପରି କରାଯାଉଥିବା ବେଳେ ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା 14 ହଜାର ଟପିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.