ETV Bharat / bharat

ବିଶ୍ବସ୍ତ କୁକୁର; ଘୁଷୁରୀ ମୁହଁରୁ ଦେଢ ବର୍ଷର ଶିଶୁକୁ କଲା ଉଦ୍ଧାର - Dog save child from pig

ଛତିଶଗଡ କୋରବା ଅଞ୍ଚଳର ଇମିଲୀଡୁଗ୍ ବସ୍ତିରେ ଦେଢ ବର୍ଷର ଶିଶୁ ଖେଳୁଥିବା ସମୟରେ ଘୁଷୁରୀଟିଏ ତାକୁ ଦାନ୍ତରେ କାମୁଡି ଘୋଷାଡି ଘୋଷାଡି 100 ମିଟର ପାଖାପାଖି ନେଇଯାଇଥିଲା । ହେଲେ କୁକୁରଟି ଏହା ଦେଖି ଶିଶୁଟିକୁ ବଞ୍ଚାଇ ଥିବା ଘଟଣା ଏବେ ସାମନାକୁ ଆସିଛି। ଅଧିକ ପଢନ୍ତୁ...

ବିଶ୍ବସ୍ତ କୁକୁର; ଘୁଷୁରୀ ମୁହଁରୁ ଦେଢ ବର୍ଷର ଶିଶୁକୁ କଲା ଉଦ୍ଧାର
author img

By

Published : Nov 22, 2019, 2:18 PM IST

ରାୟପୁର: କୁହାଯାଏ କୁକୁର ଓ ମଣିଷର ସମ୍ପର୍କ ଅତି ନିବିଡ। ଯେବେଠୁ ମଣିଷ ସଭ୍ୟତା ଅଛି ସେବେଠୁ ମଣିଷ ଓ କୁକୁର ସମ୍ପର୍କ ରହିଆସିଛି।ସେଥିପାଇଁ ତ କୁହନ୍ତି ମଣିଷର ସବୁଠାରୁ ବିଶ୍ବସ୍ତ ଯଦି କିଏ ଅଛି ସେ ହେଉଛି କୁକୁର। ପୂର୍ବରୁ ଅନେକ ଥର ମଣିଷ ପ୍ରତି କୁକୁର ବିଶ୍ୱସ୍ତ ଥିବାର ଦେଖିବାକୁ ମିଳିଛି। ସଦ୍ୟ ଏହାର ଉଦାହରଣ ଦେଖିବାକୁ ମିଳିଛି ଛତିଶଗଡ କୋରବା ଅଞ୍ଚଳର ଇମିଲୀଡୁଗ୍ ବସ୍ତିରେ ।

ଏକ ଦେଢ ବର୍ଷର ଶିଶୁ ବସ୍ତିରେ ଖେଳୁଥିବା ସମୟରେ ଘୁଷୁରୀଟିଏ ତାକୁ ଦାନ୍ତରେ କାମୁଡି ଘୋଷାଡି ଘୋଷାଡି 100 ମିଟର ପାଖାପାଖି ନେଇଯାଇଥିଲା । ହେଲେ ଏତିକି ବେଳେ ଶିଶୁର ପରିଜନ ଏହା ଜାଣି ଚିତ୍କାର କରି ଘୁଷୁରୀ ପଛରେ ଦୌଡିବା ଆରମ୍ଭ କରିଥିଲେ । ଏହା ଦେଖି ବସ୍ତିରେ ରହୁଥିବା ଏକ କୁକୁର ତତ୍‌କ୍ଷଣାତ ଘୁଷୁରି ପଛରେ ଦଉଡିବା ଆରମ୍ଭ କରିଥିଲା। ପରେ ଲୋକ ମଧ୍ୟ ଘୁଷୁରୀ ପଛରେ ଦଉଡିଥିଲେ। ହେଲେ କୁକୁର ଭୋକିବା ଦେଖି ଘୁଷୁରିଟି ଭୟରେ କଅଁଳ ଶିଶୁକୁ ଛାଡି ଦେଇ ଦୌଡି ପଳାଇଥିଲା।

ବିଶ୍ବସ୍ତ କୁକୁର; ଘୁଷୁରୀ ମୁହଁରୁ ଦେଢ ବର୍ଷର ଶିଶୁକୁ କଲା ଉଦ୍ଧାର

ଶିଶୁକୁ ଛାଡିବା ପରେ ବି କୁକୁରଟି ସେତିକିରେ ରହି ଯାଇନଥିଲା । ବରଂ ତା ପଛେ ପଛେ ଗୋଡାଇ ଗୋଡାଇ ତାକୁ ବସ୍ତିରୁ ବାହାରକୁ ଘଉଡାଇଥିଲା । ଏ ଘଟଣା ପରେ ଲୋକେ ସେହି ଶିଶୁକୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଶିଶୁଟି କ୍ଷତବିକ୍ଷତ ହୋଇଥିବା ବେଳେ ଏବେ ସୁସ୍ଥ ଥିବା ଜଣାପଡିଛି। ବସ୍ତି ବାସିନ୍ଦାଙ୍କ କହିବାନୁଯାୟୀ କୁକୁରଟି ବହୁତ ଦିନ ଧରି ବସ୍ତିରେ ରହି ଆସୁଛି । ଆଉ କୁକୁରର ଏହି କାର୍ଯ୍ୟକୁ ସଭିଏଁ ପ୍ରଶଂସା କରିଛନ୍ତି।

Intro: कोरबा। इंसान और कुत्ते की दोस्ती उतनी ही पुरानी है जितनी कि मानव सभ्यता। कुत्ते को मानव का सबसे पुराना और वफादार साथी माना गया है, और ऐसा क्यों है?
इसका प्रत्यक्ष उदाहरण आज शहर के इमलीडुग्गू बस्ती में देखने को मिला। जब एक हिंसक सुवर डेढ़ साल की मासूम बच्ची को अपने जबड़े में दबाकर घसीटते हुए लगभग 100 मीटर की दूरी तक ले गया। जिसपर लोगों की नजर पड़ी और चीख पुकार मच गई। वहीं मौजूद मौजूद कल्लू(कुत्ता) के भी कान खड़े हो गए, वह भौंकते हुए हुए सूअर की ओर झपटा। कल्लू की आक्रामकता देख सूअर ने बच्ची को तुरंत छोड़ दिया। लेकिन कल्लू ने सूअर को नहीं छोड़ा। वो दौड़ता हुआ दूर तक गया और सूअर को मोहल्ले से दूर खदेड़ कर ही दम लिया।Body:ये पूरा वाक्य इमलीडुग्गू मोहल्ले का है। जहां डेढ़ साल की बच्ची आरती जब आंगन में खेल रही थी। तभी अचानक सूअर ने उस पर झपट्टा मारा और दांत में दबाकर भागने लगा।
यह देखकर बच्ची के परिजन जब सूअर के पीछे भागे तो मोहल्ले का ही कुत्ता जोर-जोर से भोंकते हुए सूअर को दौड़ाया कुत्ते के भौंकने की आवाज सुनकर सूअर बच्ची को छोड़कर भाग खड़ा हुआ।
मासूम बच्ची के परिजनों की माने तो समय रहते अगर कुत्ता उसका पीछा सूअर बच्ची की जान ले लेता। इस घटना में मासूम घायल हो गयी और उसे प्राथमिक स्वास्थ्य केंद्र रानी धनराज अस्पताल में उपचार कराया जा गया।

Conclusion:इस घटना से बच्चे के सिर हाथ कान में जख्म के निशान बन गया है। ऐसी घटना इस क्षेत्र में पहली बार हुई है लिहाजा मोहल्ले में सूअर को लेकर भय का माहौल बना है।

बाईट। बहुरा बाई, मासूम की दादी
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.