ETV Bharat / bharat

ମେଡିକାଲ ଛାତରୁ ଡେଇଁ ଆତ୍ମହତ୍ୟା କଲେ କୋରୋନା ସନ୍ଦିଗ୍ଧ

କ୍ବାରେଣ୍ଟାଇନରେ ଥିବା ସମୟରେ କୋରୋନା ଲକ୍ଷଣ ଥିବା ବ୍ୟକ୍ତି ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଅଧିକ ପଢନ୍ତୁ ...

COVID19
ମେଡିକାଲ ଛାତରୁ ଡେଇଁ ଆତ୍ମହତ୍ୟା କଲେ କୋରୋନା ସନ୍ଦିଗ୍ଧ
author img

By

Published : Apr 2, 2020, 2:32 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସ୍ଥିତ ଶ୍ୟାମଲି ଜିଲ୍ଲାର ଏକ ହସ୍ପିଟାଲର କ୍ବାରେଣ୍ଟାଇନ ୱାର୍ଡରେ ଥିବା ଜଣେ କୋରୋନା ସନ୍ଦିଗ୍ଧ ବ୍ୟକ୍ତି ଉକ୍ତ ହସ୍ପିଟାଲର ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତାଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଥିବାବେଳେ ଘଟଣାର ଅଧିକ ଅନୁସନ୍ଧାନ ଚାଲିଥିବା ସୂଚନା ଦେଇଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ ଜସଜିତ କୌର ।

କୋରୋନା କବଳରୁ ବର୍ତ୍ତିନି ଉତ୍ତରପ୍ରଦେଶ । ପ୍ରତ୍ୟେକ ଦିନ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଲୋକ ସଚେତନ ହେଲେ କମପାରିବ ଏହି ଭାଇରସ । କିନ୍ତୁ ଏହା ଏଠି ସମ୍ପୂର୍ଣ୍ଣ ଓଲଟା ଯାହାକୁ ନେଇ କୋରୋନା ସନ୍ଦିଗ୍ଧ ଭୟଭୀତ ହୋଇ ମେଡିକାଲ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଯାହା ଉକ୍ତ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.