ETV Bharat / bharat

କାନ୍ଥ ଭୁଶୁଡି 14 ମୃତ, ଉଦ୍ଧାର କାର୍ଯ୍ୟ ଜାରି

ପୁନେରେ କାନ୍ଥ ଭୁଶୁଡି 14 ମୃତ । ଘଟଣାଟି ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି । ମୃତକଙ୍କ ମଧ୍ୟରେ 2 ଜଣ ଶିଶୁ ରହିଥିବାବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବ ବୋଲି ଆଶା କରାଯାଉଛି ।

author img

By

Published : Jun 29, 2019, 7:38 AM IST

Updated : Jul 1, 2019, 4:59 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ପୁନେ: କାନ୍ଥ ଭୁଶୁଡି 14 ମୃତ । ଏଭଳି ଅଭାବନୀୟ ଘଟଣା ପୁନେର କୋନ୍ଧାଭ ଜିଲ୍ଲାରେ ଘଟିଛି । ଏହି ଘଟଣାଟି ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି । ତେବେ ମୃତକଙ୍କ ମଧ୍ୟରେ 2 ଜଣ ଶିଶୁ ରହିଥିବାବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବ ବୋଲି ଆଶା କରାଯାଉଛି ।

ଖବର ଅନୁଯାୟୀ, ଭୁଶୁଡିଥିବା ଘର ଠିକା କର୍ମଚାରୀଙ୍କ ବୋଲି ଜଣାପଡିଛି । ଏବେ ସୁଦ୍ଧା ଭୁଶୁଡି ପଡିଥିବା ଘର ମଧ୍ୟରେ ଅନେକ ଲୋକ ଫଶି ରହିଛନ୍ତି । ଘଟଣା ବିଷୟରେ ଖବର ପାଇଁ ଏନଡିଆରଏଫ ଟିମ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Intro:ମାତ୍ର ଧିକ ସ୍କୁଲ ଫି ବୃଦ୍ଧି କୁ ବିରୋଧ । ତାଲା ପକାଇ ଆନ୍ଦୋଳନ ରେ ଅଭିଭାବକ ।Body:ଛାତ୍ରଛାତ୍ରୀଙ୍କ ଫି ବୃଦ୍ଧିକୁ ବିରୋଧ କରି ଅଭିଭାବକଙ୍କ ଧାରଣା lଅନୁଗୋଳ ଜିଲ୍ଲା ତାଳଚେର ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲ ଅଭିଭାବକଙ୍କ ଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି। ସ୍କୁଲ ଗେଟରେ ତାଲା ପକାଇଥିବାରୁ ପାଠପଢା ବନ୍ଦ ରହିଛି l ଡିଏଭି ସ୍କୁଲର ସମସ୍ତ ଖର୍ଚ୍ଚ ଏନଟିପିସି ତାଳଚେର ଥର୍ମାଲର CSR ଫଣ୍ଡରୁ ଖର୍ଚ ହୋଇଥାଏ , ଯାହାଦ୍ୱାରା ପ୍ଲାଣ୍ଟର ଆଖପାଖରେ ଥିବା ପଂଚାୟତଗୁଡିକର ପିଲାମାନେ ଏହି ସ୍କୁଲ୍ ପଢ଼ିଥାନ୍ତି କିନ୍ତୁ ଡିଏଭି ସ୍କୁଲ ପ୍ରିନ୍ସପାଲ ପ୍ଲାଣ୍ଟ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପଞ୍ଚ।ୟତରୁ ଆସୁଥିବା ପିଲାମାନଙ୍କର ସ୍କୁଲ ଫି କୁ ୮ହଜାରରୁ ୧୩ ହଜାରକୁ ବୃଦ୍ଧି କରିଛନ୍ତି ଯାହାକି କି ନିୟମ ବିରୋଧ ବୋଲି ଅଭିଯୋଗ ଆଣିଛନ୍ତି ଅଭିଭାବକ ସଙ୍ଘ । ଏ ସମ୍ପର୍କରେ ବାରମ୍ବାର ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନନେବାରୁ ଆଜିଠାରୁ ଅଣ ଚାକିରିଆ ଅଭିଭାବକ ସଙ୍ଘ ପକ୍ଷରୁ ସ୍କୁଲକୁ ବନ୍ଦ କରି ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି ।Conclusion:
Last Updated : Jul 1, 2019, 4:59 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.