ETV Bharat / bharat

ପଶ୍ଚିମବଙ୍ଗ-କେରଳରେ ଏନଆଇଏ ରେଡ୍, 9 ଆତଙ୍କବାଦୀ ଗିରଫ - 9 ଜଣ ଅଲ କାଏଦା ଆତଙ୍କବାଦୀକୁ ଗିରଫ କଲା ଏନଆଇଏ

ଆତଙ୍କବାଦ ଷଡଯନ୍ତ୍ର କରାଯାଉଥିବା ଖବର ପାଇବା ଜାତୀୟ ତଦନ୍ତକାରୀ ସଂସ୍ଥା କେରଳର ଏର୍ଣ୍ଣାକୁଲମ ଓ ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଚଢାଉ କରିଥିଲା । ଅଧିକ ପଢନ୍ତୁ...

9 ଜଣ ଅଲ କାଏଦା ଆତଙ୍କବାଦୀକୁ ଗିରଫ କଲା ଏନଆଇଏ

author img

By

Published : Sep 19, 2020, 10:00 AM IST

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଚଢାଉ କରି ନଅ ଜଣ ଅଲକାଏଦା ଆତଙ୍କବାଦୀ ଗିରଫ କରିଛି । ଏମାନଙ୍କୁ କେରଳର ଏର୍ଣ୍ଣାକୁଲମ ଓ ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଗିରଫ କରାଯାଇଛି। ଶୁକ୍ରବାର ରାତିରେ ସମସ୍ତଙ୍କୁ ଗିରଫ କରାଯାଇଛି । ଏମାନେ କୋଚି, ଦିଲ୍ଲୀ ଓ ମୁମ୍ବାଇକୁ ଟାର୍ଗେଟ କରିବା ନେଇ ଷଡଯନ୍ତ୍ର କରୁଥିବା ଜଣାପଡିଛି ।

ସେମାନଙ୍କ ଟାର୍ଗେଟରେ କୋଚି ନାଭାଲ ବେସ ଏବଂ ଜାହାଜ କାରଖାନା ଥିଲା ବୋଲି ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି । ସେମାନଙ୍କ ପାଖରୁ ଅସ୍ତ୍ରଶସ୍ତ୍ର ଏବଂ ବୋମା ତିଆରି ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ଗିରଫ ମଧ୍ୟରୁ 6 ଜଣକୁ ପଶ୍ଚିମବଙ୍ଗରୁ ଏବଂ ତିନି ଜଣ କେରଳରୁ ଗିରଫ କରାଯାଇଛି । ଗଧିଆ ଆକ୍ରମଣ ଓ ମାନବ ବୋମା ଯୋଜନା କରୁଥିଲେ ବୋଲି ଅଧିକାରୀମାନେ କହିଛନ୍ତି । କେରଳରେ ଗିରଫ ହୋଇଥିବା ତିନିଜଣ ମଧ୍ୟ ବଙ୍ଗୀୟ କିନ୍ତୁ ପ୍ରବାସୀ ଶ୍ରମିକଙ୍କ ଭାବେ କେରଳରେ ବାସ କରୁଥିଲେ । ଏର୍ଣ୍ଣାକୁଲମ ଏବଂ ମୁର୍ସିଦାବାଦରେ ଏନଆଇଏ ଦ୍ୱାରା ଚଢାଉ ଚାଲିଛି। ଅଧିକ ଗିରଫ ହେବାର ସମ୍ଭାବନା ରହିଛି ବୋଲି ଅନୁସନ୍ଧାନର ଏକ ଅଂଶ ବୋଲି କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.