ETV Bharat / bharat

7 ଫେୟାର ବ୍ୟାଣ୍ଡ ନେଇ ଯାତ୍ରା ଆରମ୍ଭ କରିବ ଘରୋଇ ବିମାନ

author img

By

Published : May 21, 2020, 11:05 PM IST

7 ଫେୟାର ବ୍ୟାଣ୍ଡ ନେଇ ଯାତ୍ରା ଆରମ୍ଭ କରିବ ଘରୋଇ ବିମାନ । ଲକଡାଉନ ପ୍ରଥମ ପର୍ଯ୍ୟାୟରୁ ବନ୍ଦ ରହିଥିଲା ବିମାନ ସେବା । ଅଧିକ ପଢନ୍ତୁ...

7 Fare Bands For Domestic Flights
ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ବିମାନ ଅବଧି ଉପରେ ନିର୍ଭର କରି ସାତୋଟି ବ୍ୟାଣ୍ଡରେ 2,000 ରୁ 18,600 ଟଙ୍କା ମଧ୍ୟରେ ଟିକେଟ୍ କ୍ୟାପ୍ କରାଯିବ ବୋଲି ସରକାର ଗୁରୁବାର ଦିନ କହିଛନ୍ତି । କୋରୋନା ସଙ୍କଟ କାରଣରୁ ଦୁଇମାସ ସ୍ଥଗିତ ରହିବା ପରେ ବିମାନ ଯାତ୍ରା ଆରମ୍ଭ ହେବାର ବିବରଣୀ ଘୋଷଣା ହୋାଇଛି । 40 ମିନିଟରୁ କମ୍ ବିମାନରେ 2,000 ଏବଂ 6,000 ଟଙ୍କା ରହିବ ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ (ଡିଜିସିଏ) କହିଛନ୍ତି ।

40 ରୁ 60 ମିନିଟ୍ ମଧ୍ୟରେ ବିମାନ ଉଡ଼ାଣ ପାଇଁ 2500 ରୁ 7,500 ଟଙ୍କା ମଧ୍ୟରେ ଭଡା ସୀମା ରହିବ ବୋଲି କହିଛନ୍ତି । ଦିଲ୍ଲୀ-ମୁମ୍ବାଇ ମାର୍ଗ ପରି 90 ରୁ 120 ମିନିଟ୍ ମଧ୍ୟରେ ବିମାନର କମ୍ ଏବଂ ଉପର ଭଡା ସୀମା 3500 ରୁ 10,000 ଟଙ୍କା ରହିବ ବୋଲି ଡିଜିସିଏ ସୂଚନା ପ୍ରଦାନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.