ETV Bharat / bharat

କୋରୋନାରେ ଗଲା 6 ଇରାନୀଙ୍କ ଜୀବନ

author img

By

Published : Feb 23, 2020, 1:33 PM IST

ଇରାନରେ 6ଜଣଙ୍କ ପ୍ରାଣ ନେଇଛି ଘାତକ କୋରୋନା ଭାଇରସ । ଏଥିସହ 28 ଜଣ ଆକ୍ରାନ୍ତ ହୋଇଛନ୍ତି । ଏନେଇ ଇରାନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

6 people dead in corona virus in iran
କୋରୋନାରେ ଗଲା 6 ଇରାନୀଙ୍କ ଜୀବନ

ତେହରାନ: ଦିନକୁ ଦିନ ଘାତକ ହେବାରେ ଲାଗିଛି କୋରୋନା ଭାଇରସ । ଚୀନରେ ମୃତ୍ୟୁର ତାଣ୍ଡବ ରଚିଥିବା ଏବେ ଭାଇରସ ସାରା ବିଶ୍ବରେ କାୟା ବିସ୍ତାର କରିବାରେ ଲାଗି ପଡିଛି । ତେବେ ଗୋଟିଏ ପରେ ଗୋଟିଏ ଦେଶକୁ ମାଡି ଚାଲିଥିବା କୋରୋନା ଭାଇରସ ଏବେ ଇରାନ ମୁହାଁ ।

କୋରୋନାରେ ବର୍ତ୍ତମାନ ସୁଦ୍ଧା ଇରାକରେ 6ଜଣ ପ୍ରାଣ ହରାଇଛନ୍ତି । ସେହିପରି 28ଟି ଆକ୍ରାନ୍ତ ମାମଲା ସାମ୍ନାକୁ ଆସିଛି । ରବିବାର ଇରାନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶ କୋମ୍ ସହରର ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.