ETV Bharat / bharat

ମାଙ୍ଗାଲୁରୁରୁ ସୁନା ବିସ୍କୁଟ ଚାଲାଣ ବେଳେ ଧରିଲା ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ - 6 ସୁନା ବିସ୍କୁଟ ଜବତ

ମାଙ୍ଗାଲୋର ଅନ୍ତର୍ଜାତୀୟ ବିମାନ ବନ୍ଦରରେ 6ଟି ସୁନା ବିସ୍କୁଟକୁ ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ ଜବତ କରିଛି । ଏହି ସୁନା ବିସ୍କୁଟ ଗୁଡିକ ଦୁବାଇରୁ ହାଇଦ୍ରାବାଦକୁ ଚାଲାଣ ହେଉଥିଲା । ଦୁବାଇ-ମାଙ୍ଗାଲୋର-ହାଇଦ୍ରାବାଦକୁ ଉଡାଣ ଭରୁଥିବା ବିମାନଯାତ୍ରୀ ଏହି ସୁନା ବିସ୍କୁଟକୁ ଚାଲାଣ କରୁଥିଲେ । ଅଧିକ ପଢନ୍ତୁ..

ମାଙ୍ଗାଲୋର ଏୟାରପୋର୍ଟରେ 6 ସୁନା ବିସ୍କୁଟ ଜବତ

author img

By

Published : Sep 28, 2020, 12:36 PM IST

ମାଙ୍ଗାଲୁରୁ: ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ ମାଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦରରେ 6ଟି ସୁନା ବିସ୍କୁଟକୁ ଜବତ କରିଛି । ଏହି ସୁନା ବିସ୍କୁଟଗୁଡିକ ଦୁବାଇରୁ ହାଇଦ୍ରାବାଦକୁ ଚାଲାଣ ହେଉଥିବା ସମୟରେ ମାଙ୍ଗାଲୁରୁରେ ଜବତ ହୋଇଥିବାର ଜଣାପଡିଛି ।

ମାଙ୍ଗାଲୋର ଏୟାରପୋର୍ଟରେ 6 ସୁନା ବିସ୍କୁଟ ଜବତ
ମାଙ୍ଗାଲୋର ଏୟାରପୋର୍ଟରେ 6 ସୁନା ବିସ୍କୁଟ ଜବତ

ଏହି ସୁନା ବିସ୍କୁଟର ମୂଲ୍ୟ ପ୍ରାୟ 33ଲକ୍ଷ 80ହଜାର ଟଙ୍କା ହେବ ବୋଲି ଅନୁମାନ କରିଛି ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ । ତେବେ ଏହି ବିମାନଟି ଦୁବାଇରୁ ମାଙ୍ଗାଲୋର ବିମାନ ବନ୍ଦର ଦେଇ ହାଇଦ୍ରାବାଦକୁ ଉଡାଣ ଭରୁଥିଲା । ଏହି ଏୟାର ଲାଇନଟି ଦୁବାଇରୁ ମାଙ୍ଗାଲୋରକୁ ଅନ୍ତର୍ଜାତୀୟ ବିମାନ ଯୋଗେ ଆସିଥାଏ ଏବଂ ମାଙ୍ଗାଲୁରୁରୁ ଘରୋଇ ବିମାନ ଯୋଗେ ହାଇଦ୍ରାବାଦକୁ ଯାତ୍ରା କରିଥାଏ ।

ତେବେ ବିମାନଯାତ୍ରୀ ବିମାନର ସିଟ୍ ତଳେ ସୁନା ବିସ୍କୁଟ ଲୁଚାଇବାକୁ ଚେଷ୍ଟା କରିଥାନ୍ତି ବୋଲି କଷ୍ଟମ୍ସ ଅଧିକାରୀମାନେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.