ETV Bharat / bharat

କଚ୍ଛରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, 5 ମୃତ

author img

By

Published : May 10, 2020, 12:22 AM IST

କଚ୍ଛରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଘଟଣାରେ 5 ମୃତ୍ୟୁ ଘଟିଥିବା ଜଣାପଡିଛି । ଅଧିକ ପଢନ୍ତୁ...

5 Killed In Clash Between Two Groups In Gujarat's Kutch: Police
ପ୍ରତିକାତ୍ମକ ଫଟୋ

ଗାନ୍ଧିନଗର: ଗୁଜୁରାଟ ହମିରପୁରରେ ହତ୍ୟାକାଣ୍ଡ । କାରଣ କଚ୍ଛ ହମିରପୁର ଗାଁ ଅଞ୍ଚଳରେ ଏକ ବ୍ରିଜର ପାଣି ପାଇପ୍ ନିର୍ମାଣ ସମୟରେ ଦୁଇ ଦଳ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ । ଫଳରେ ଘଟଣାସ୍ଥଳରେ ୪ଜଣଙ୍କ ମ୍ରୁତ୍ୟୁ ହୋଇଛି । ହସ୍ପିଟାଲରେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି ।

କୌଣସି ଧାରୁଆ ଅସ୍ତ୍ରରେ ଏମାନଙ୍କୁ ହତ୍ୟା କରିଥିବା ନେଇ ପୋଲିସ ସନ୍ଦେହ କରୁଛି । ଘଟଣା ପରେ ଭୟଭୀତ ହୋଇଯାଇଥିଲେ ଗ୍ରାମବାସୀ । ଫଳରେ ସ୍ଥାନୀୟ ପୋଲିସ ପକ୍ଷରୁ ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.