ETV Bharat / bharat

ଦିଲ୍ଲୀ ବିଧାନସଭା ନିର୍ବାଚନ: ମଧ୍ୟାହ୍ନ 12ଟା ସୁଦ୍ଧା 15.68 ପ୍ରତିଶତ ମତଦାନ - ମତଦାନ ପ୍ରକ୍ରିୟା

ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ଜାରି ରହିଛି ମତଦାନ ପ୍ରକ୍ରିୟା । ମଧ୍ୟାହ୍ନ 12ଟା ସୁଦ୍ଧା 15.68 ପ୍ରତିଶତ ମତଦାନ ହୋଇଛି । ଅଧିକ ପଢନ୍ତୁ...

Delhi assembly polls
ଦିଲ୍ଲୀ ବିଧାନସଭା ନିର୍ବାଚନ
author img

By

Published : Feb 8, 2020, 12:57 PM IST

ନୂଆଦିଲ୍ଲୀ: ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ଜାରି ରହିଛି ମତଦାନ ପ୍ରକ୍ରିୟା । ବିଧାନସଭା ନିର୍ବାଚନକୁ ନେଇ ଭୋଟଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ଖାସକରି ଯୁବପୀଢିଙ୍କ ମଧ୍ୟରେ । ମଧ୍ୟାହ୍ନ 12ଟା ସୁଦ୍ଧା 15.68 ପ୍ରତିଶତ ମତଦାନ ହୋଇଥିବା ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ଜଣାଇ ଦିଆଯାଇଛି ।

ସେପଟେ ଦୀର୍ଘଦିନରୁ ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ଦିଲ୍ଲୀର ଶାହୀନବାଗ୍‌ରେ ପ୍ରଦର୍ଶନ କରୁଥିବା ପ୍ରଦର୍ଶନକାରୀ ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଖୁବ ଉତ୍ସାହିତ ଅଛନ୍ତି । ଶାହୀନବାଗ୍‌ର ବିଭିନ୍ନ ପୋଲିଂ ବୁଥରେ ଭୋଟରଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି । ଶାହିନ୍‌ ପବ୍ଲିକ ସ୍କୁଲ ବୁଥରେ ପ୍ରାୟ ଅଧା କିମି ପର୍ଯ୍ୟନ୍ତ ଧାଡି ବାନ୍ଧିଛନ୍ତି ମତଦାତା ।

ଦିଲ୍ଲୀର 70 ବିଧାନସଭା ଆସନ ପାଇଁ 13750 ମତଦାନ କେନ୍ଦ୍ର ଗଠନ ହୋଇଛି । 1,47,86,382 ଭୋଟର ଆଜି 672 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ମୋହନା
ଆଙ୍କର- ଗଜପତି ଜିଲ୍ଲା ମୋହନା ଥାନା ମେରାମଲ୍ଲି ପଞ୍ଚାୟତ ର ମେରାମା ସୈରାସାହି ରେ ଅଭାବନୀୟ ଘଟଣା । ଗୁଣିଆ ସନ୍ଧେୟରେ ଜଣେ ବୃଦ୍ଧ କୁ ଅତି ନିର୍ମମ ଭାବେ ହତ୍ଯା କରି ମୁଣ୍ଡକୁ କାଟି ନେଇଯାଇଛନ୍ତି ହତ୍ୟା କାରି ।
ମୃତକ ହେଲେ ଭାଲିଆସାହି ଗ୍ରାମର ଦାସ ମଳିକ । ଘଟଣା ଟି ଘଟିଛି ଗତ କଲି ସଂନ୍ଧ୍ୟା ରେ । ଗତକାଲି ବିଳମ୍ବିତ ରାତି ରେ ମେରାମା ଗ୍ରାମ ନିକଟସ୍ଥ ସୈରାସାହି କୁଲଡିରାଇପଦର ଠାରେ ମୃତ ଦାସ ମଳିକ ର ମୁଣ୍ଡ ବିହିନ ଶବ ମୁର୍ମୁଷ ଭାବରେ ପଡିଥିବା ପରିବାର ଲୋକେ ସୁଚନା ପାଇଥିଲେ । ଗୁଣିଆ ସଂନ୍ଧେହରେ ତାଙ୍କ ବାପା ଦାସ ମଳିକ କୁ ବେଣିପଦର ଗ୍ରାମର ସାନୁଜ ମଳିକ ଓ ସୁରଜ ମଳିକ ହତ୍ୟା କରିଥିବା ମୋହନା ଥାନା ରେ ଅଭିଯୋଗ କରିଛନ୍ତି ମୃତକ ର ମଝିଆପୁଅ । ଅଭିଯୋଗ କୁ ଭିତି କରି  ମୋହନା ପୋଲିସ ପକ୍ଷରୁ ଏକ ହତ୍ଯା ମାମଲା ରୂଜୁ କରି ଘଟଣା ସ୍ଥଳରେ ତଦନ୍ତ ଜାରି ରହିଛି ।
ମିଳିଥିବା ସୁଚନା ଅନୁସାରେ 
ଗତ କିଛି ବର୍ଷ ହେଲା ଦାସ ମଳିକ ଚେରମୁଳିକା ବୈଦ୍ୟ ବୃତ୍ତି କରୁଥିବା ବେଳେ ବେଣିପଦର ଗ୍ରାମର କିଛି ଯୁବକ ଗୁଣିକରିଥିବା ସଂନ୍ଧେହରେ ତାଙ୍କୁ ଜିବନରେ ମାରିଦେବା କୁ ଧମାଇଥିଲେ । ଏହାକୁ ନେଇ ମୃତକ ଦାସ ଗତ ବର୍ଷ ମୋହନା ଥାନା ରେ  ୨୩/୦୩/୧୮ ତାରିଖରେ ଲିଖିତ ଅଭିଯୋଗ କରିଥିଲେ ଏବଂ ତତ୍କାଳୀନ ଥାନା ବାବୁ ଉଭୟ ପକ୍ଷକୁ ଡାକି ରାଜିନାମା କରି ଛାଡିଦେଇଥିଲେ । କିନ୍ତୁ ପରବର୍ତୀ ସମୟରେ ପ୍ରତିହିନ୍ସା ପରାୟଣ ହୋଇ ରହିଥିବା ବେଣିପଦର ଗ୍ରାମର ସାନୂଜ ମଳିକ ଓ ସୁରଜ ମଳିକ ଗତକାଲି ଏକାକି ସୁଯୋଗ ନେଇ ଦାସଙ୍କୁ ଅତି ନିର୍ମମ ଭାବେ ହତ୍ୟାକାଣ୍ଡ କରିଥିବା ଅଭିଯୋଗ କରିଛନ୍ତି ଦୁଇ ପୁଅ ।ଏହା ପୁର୍ବରୁ ଗତ କାଲି ଅଭିଯୁକ୍ତ ମାନେ ଦାସ କୁ ଖୋଜାଖୋଜି କରିବା ସହ ବଡ ପୁଅ କୁ ପଚାରୁଥିଲେ ପରେ ମକା ବାଡ ରେ ଦାସ କାମ କରୁଥିବା ଜାଣିଥିଲେ ଏବଂ ଘଟଣା ସ୍ଥଳରେ ପହଞ୍ଚି ହତ୍ଯା କରିଥିଲେ। 
ବାଇଟ - ବଡପୁଅ 
ବାଇଟ - ମଝିଆ ପୁଅ
ବାଇଟ - ଆରଡମେମ୍ବର
Visual byte sent by ftp
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.