ETV Bharat / bharat

ନିର୍ମାଣାଧୀନ ଅଟ୍ଟାଳିକାରୁ 5 ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Sep 18, 2019, 12:25 PM IST

ହରିୟାଣାର ଝଜ୍ଜର ଅଞ୍ଚଳରେ ଅଭାବନୀୟ ଘଟଣା । ଏକ ନିର୍ମାଣାଧୀନ ଉଚ୍ଚ ଅଟ୍ଟାଳିକାରୁ ଜବତ ହେଲା 5ଟି ମୃତଦେହ ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଅଟ୍ଟାଳିକା ଉଚ୍ଚ ଅଟ୍ଟାଳିକାରୁ ଜବତ ହେଲା 5ଟି ମୃତଦେହ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ହରିୟାଣାର ଝଜ୍ଜର ଅଞ୍ଚଳରେ । ଘଟଣା ସମ୍ପର୍କରେ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପୋଲିସ ସନ୍ଦେହ କରୁଛି ଯେ ଏହା ଏକ ହତ୍ୟାକାଣ୍ଡ । କିନ୍ତୁ କିଏ ଓ କାହିଁକି ଉକ୍ତ 5 ବ୍ୟକ୍ତିଙ୍କୁ ହତ୍ୟା କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

ସେପଟେ ପୋଲିସ କହିବା ଅନୁସାରେ ମୃତ ସମସ୍ତ ବ୍ୟକ୍ତିଙ୍କ ମୁଣ୍ଡରେ ଆକ୍ରମଣ କରାଯାଇଛି । ଏମାନେ ସମସ୍ତ ଶ୍ରମିକ ଥିବା ଜଣାପଡୁଛି । ସୂଚନା ଅନୁସାରେ ବିଶ୍ବକର୍ମା ପୂଜା ଛୁଟି ଥିବା ଯୋଗୁଁ ପଡୋଶୀ ଲୋକେ କେହି ଉକ୍ତ ବିଲ୍ଡିଂରେ ଧ୍ୟାନ ଦେଇନଥିଲେ । କିନ୍ତୁ ସନ୍ଧ୍ୟାରେ ଜଣେ ଶ୍ରମିକଙ୍କ ପୁଅ ବାପାକୁ ଖୋଜିବା ପାଇଁ ଉକ୍ତ ବିଲ୍ଡିଂ ଯାଇଥିଲା । ସେଠାରେ ଦେଖିବାକୁ ପାଇଲା 5 ଜଣ ଶ୍ରମିକ ବେହୋସ ଅବସ୍ଥାରେ ପଡିରହିଛନ୍ତି ।

ସେପଟେ ଘଟଣା ସମ୍ପର୍କରେ ଠିକାଦାରଙ୍କୁ ଜଣାଇବା ପରେ ଠିକାଦାର ତୁରନ୍ତ ପୋଲିସକୁ ଖବର ଦେଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ପୋଲିସ ଅଧିକାରୀଙ୍କ କହିବା କଥା ହେଲା ସମସ୍ତଙ୍କ ମୁଣ୍ଡରେ ଆଘାତ ବାଜିଛି । ଆଉ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛି ପୋଲିସ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.