ETV Bharat / bharat

ଉନ୍ନାଓ ଗଣଦୁଷ୍କର୍ମ ମାମଲା: 14 ଦିନ ବିଚାର ବିଭାଗୀୟ ହାଜତକୁ ଗଲେ 5 ଅଭିଯୁକ୍ତ

ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ 5 ଅଭିଯୁକ୍ତଙ୍କୁ 14 ଦିନ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଲା ବିହାର ପୋଲିସ ।

ଉନ୍ନାଓ ଗଣଦୁଷ୍କର୍ମମ ଘଟଣା
ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Dec 6, 2019, 8:25 PM IST

ହାଇଦ୍ରାବାଦ: ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ବିହାର ପୋଲିସ ସମସ୍ତ 5 ଅଭିଯୁକ୍ତଙ୍କୁ କୋର୍ଟଙ୍କ ଆଦେଶକ୍ରମେ 14 ଦିନ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି । ଏହି 5 ଅଭିଯୁକ୍ତ ଗୁରବାର ପୀଡିତାଙ୍କୁ କିରୋସିନ ଢାଳି ଜଳାଇ ଦେଇଥିଲେ । ପୀଡିତା ଏବେ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଜୀବନ ଓ ମରଣ ସହ ଲଢେଇ କରୁଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ହାଇଦ୍ରାବାଦ ପରେ ଉନ୍ନାଓରେ ଏଭଳି ଘଟଣା ସମାଜରେ ଭୟର ବାତାବରଣ ରହିଛି । ସମସ୍ତେ ମହିଳା ଓ ଝିଅଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ରହିଛନ୍ତି । ତେବେ ଶୁକ୍ରବାର ଏହି ଘଟଣାରେ କୋର୍ଟର ଆଦେଶରେ ବିହାର ପୋଲିସ 5 ଜଣ ଅଭିଯୁକ୍ତଙ୍କୁ ଉନ୍ନାଓ ଜେଲକୁ ପଠାଇଦେଇଛି । ସମସ୍ତ ଅଭିଯୁକ୍ତଙ୍କୁ କଡାସୁରକ୍ଷା ମଧ୍ୟରେ ଜେଲକୁ ନିଆଯାଇଛି ।

Intro: उन्नाव में कल दिल दहला देने वाली घटना सामने आई थी। आरोप है कि रेप पीड़िता को गाँव के ही पिता-पुत्र समेत 5 दबंगो ने मिट्टी का तेल डालकर जिंदा जला दिया । जिंदा जलाने का आरोप मजिस्ट्रेट के बयान में खुद पीड़िता ने कहा है । रेप पीड़िता दिल्ली के सफदरजंग अस्पताल में दरिंदगी के शिकार होने के बाद जिंदगी और मौत से जूझ रही है । मजबूत हौसले वाली यह बेटी आरोपियों को भाई से सख्त सजा दिलाने की बात कह रही है । हैदराबाद के बाद उन्नाव में सामने आई इस दरिंदगी से समाज में दहशत का माहौल है । हर कोई अपनी बहू बेटी की सुरक्षा को लेकर चिंतित है । हालांकि बिहार पुलिस ने पांचों आरोपी को कोर्ट के आदेश पर 14 दिन की न्यायिक रिमांड में जेल भेज दिया है ।

Body:बता दें कि बिहार थाना क्षेत्र के एक गांव की रहने वाली युवती से गांव के ही एक युवक ने शादी का झांसा देकर दुष्कर्म किया । जिसमें उसका दोस्त भी शामिल रहा । रेप पीड़िता ने मार्च 2019 में गाँव के ही दो युवकों पर रेप का मुकदमा दर्ज कराया था। जिनमे एक मुख्य आरोपी शिवम को पुलिस ने गिरफ्तार कर जेल भेज दिया था। जो 30 नवंबर शनिवार को ही जेल से जमानत पर बाहर आया था। आपको बता दें कि रेप पीड़िता कल सुबह करीब 4.15 बजे अपने उसी मुकदमे के सिलसिले में रायबरेली जाने के लिए बैसवारा रेलवे स्टेशन ट्रेन पकड़ने जा रही थी। तभी सुनसान रास्ते पर जिंदा जला दिया गया । बुरी तरीके से झुलसी रेप पीड़िता अभी भी जिंदगी व मौत से जूझ रही है । पीड़िता ने रेप के मुख्य आरोपी शिवम त्रिवेदी, शुभम त्रिवेदी , हरिशंकर त्रिवेदी , रामकिशोर व उमेश बाजपेई पर जिंदा जलाकर मार देने का बयान मजिस्ट्रेट के सामने दिया है । पुलिस ने आनन-फानन सभी आरोपियों को हिरासत में लेकर मामले की जांच शुरू कर दी थी । शुक्रवार की देर शाम करीब 6 बजे पांचों आरोपियों को सीजेएम कोर्ट के आदेश पर बिहार पुलिस ने 14 दिन की न्यायिक रिमांड पर उन्नाव जिला कारागार भेज दिया । इस दौरान आरोपियों को कड़ी सुरक्षा व्यवस्था के बीच जेल में दाखिल कराया गया ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.