ETV Bharat / bharat

ଗୁରୁବାର ତେଲେଙ୍ଗାନାରେ 352 ନୂଆ ମାମଲା, 3 ମୃତ୍ୟୁ ରିପୋର୍ଟ - ଗୁରୁବାର ତେଲେଙ୍ଗାନାରେ 352 ନୂଆ ମାମଲା

କ୍ରମାଗତ ଭାବେ ତେଲେଙ୍ଗାନାରେ କୋରୋନା ସଂକ୍ରମଣ ରିପୋର୍ଟ ବଢିବାରେ ଲାଗିଛି । ରାଜ୍ୟରେ ମୋଟ କୋରୋନା ମାମଲା 6,027 ରେ ପହଞ୍ଚିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଗୁରୁବାର ତେଲେଙ୍ଗାନାରେ 352 ନୂଆ ମାମଲା, 3 ମୃତ୍ୟୁ ରିପୋର୍ଟ

author img

By

Published : Jun 19, 2020, 8:50 AM IST

ହାଇଦ୍ରାବାଦ: କ୍ରମାଗତ ଭାବେ ତେଲେଙ୍ଗାନାରେ କୋରୋନା ସଂକ୍ରମଣ ରିପୋର୍ଟ ବଢିବାରେ ଲାଗିଛି । ଗୁରୁବାର ତେଲେଙ୍ଗାନାରେ ମୋଟ 352 କୋଭିଡ ସଂକ୍ରମଣ ମାମଲା ରେକର୍ଡ ହୋଇଛି । ଏହାସହ ରାଜ୍ୟରେ କୋରୋନା କାରଣରୁ 3ଜଣଙ୍କ ମୃତ୍ୟୁ ହୋଇଛି ।

ତେଲେଙ୍ଗାନାରେ କୋରୋନା ଚିକିତ୍ସିତ ରୋଗୀଙ୍କ ମଧ୍ୟରୁ ଗୁରୁବାର 230 ରୋଗୀଙ୍କୁ ଡିସଚାର୍ଜ କରାଯାଇଛି । ସ୍ବାସ୍ଥ୍ୟ ବିଭାଗ ଦ୍ବାରା ପ୍ରକାଶିତ ବୁଲେଟିନ୍ ଅନୁଯାୟୀ, ଜିଏଚ୍ଏମି ଅଞ୍ଚଳରେ 302 ଟି ମାମଲା ରିପୋର୍ଟ ହୋଇଛି।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ମାମଲା 6,027 ରେ ପହଞ୍ଚିଛି । ସେହିପରି ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା195 ରେ ପହଞ୍ଚିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.