ETV Bharat / bharat

ଗୁଜୁରାଟରେ ଓଲଟିଲା ବସ୍, 35 ଆହତ

ଗୁଜୁରାଟରେ ଆଜି ଏକ ବସ ଦୁର୍ଘଟଣା ହୋଇଛି । 35ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ।

author img

By

Published : Sep 27, 2020, 1:14 PM IST

Updated : Sep 27, 2020, 1:55 PM IST

ଗୁଜୁରାଟରେ ଓଲଟିଲା ବସ୍, 35 ଆହତ
ଗୁଜୁରାଟରେ ଓଲଟିଲା ବସ୍, 35 ଆହତ

ଗାନ୍ଧୀନଗର: ଗୁଜୁରାଟରେ ଆଜି ସକାଳୁ ଏକ ବସ୍ ଦୁର୍ଘଟଣାର ଶିକାର ହୋଇଛି । ଏଥିରେ 35ଜଣ ଆହତ ହୋଇଛନ୍ତି ।

ଆଜି ସକାଳୁ ଉତ୍ତରପ୍ରଦେଶରୁ ଏକ ଘରୋଇ ବସ୍ ପ୍ରବାସୀଙ୍କୁ ନେଇ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଫଳରେ 35ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି ।

ଗୁଜୁରାଟରେ ଓଲଟିଲା ବସ୍, 35 ଆହତ

ତେବେ ବସଟି ଉତ୍ତରପ୍ରଦେଶରୁ ସୁରଟ ଅଭିମୁଖେ ଯାଉଥିବା ଜଣାପଡିଛି ।

Last Updated : Sep 27, 2020, 1:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.