ETV Bharat / bharat

24 ଘଣ୍ଟାରେ 3 ଆଇଟିବିପି ଯବାନ କୋରୋନା ପଜେଟିଭ - 3 ଆଇଟିବିପି ଯବାନ କୋରୋନା ପଜେଟିଭ

24 ଘଣ୍ଟାରେ 3 ଆଇଟିବିପି ଯବାନ କୋରୋନା ପଜେଟିଭ । ମୋଟ ସଂକ୍ରମଣର 61ଟି ମାମଲା ସକ୍ରିୟ, 218ଜଣ ଆରୋଗ୍ୟ ହୋଇଥିବା ସୂଚନା । ଅଧିକ ପଢନ୍ତୁ....

3 more personnel of Indo-Tibetan Border Police  tested corona positive
24 ଘଣ୍ଟାରେ 3 ଆଇଟିବିପି ଯବାନ କୋରୋନା ପଜେଟିଭ
author img

By

Published : Jun 24, 2020, 8:34 AM IST

ନୂଆଦିଲ୍ଲୀ : ଦିନକୁ ଦିନ ଦିଲ୍ଲୀରେ ଅର୍ଦ୍ଧସାମରିକ ବଳର ଯବାନ କୋରୋନାରେ ଆକ୍ରାନ୍ତ ହେଉଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ଆଇଟିବିପିର ଆଉ ତିନିଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଆଇଟିବିପିର ରିପୋର୍ଟ ଅନୁଯାୟୀ, ମୋଟ ସଂକ୍ରମଣର 61ଟି ମାମଲା ସକ୍ରିୟ ଥିବା ବେଳେ ଏପର୍ଯ୍ୟନ୍ତ 218ଜଣ ଆରୋଗ୍ୟ ହୋଇଥିବା ସୂଚନା ମିଳିଛି । ତେବେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ଭାରତରେ କୋରୋନା ପଜେଟିଭଙ୍କ ସଂଖ୍ୟା 440215 ରହିଥିବାବେଳେ ମୃତକଙ୍କ ସଂଖ୍ୟା 14011 ରହିଛି । ସେହିପରି ଦିଲ୍ଲୀରେ, କୋଭିଡ ସଂଖ୍ୟା 62655 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 2233 ରହିଛି ।

ସୌଜନ୍ୟ @ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.