ETV Bharat / bharat

ନିୟମ ଉଲ୍ଲଂଘନ ଅଭିଯୋଗରେ 3 ସରକାରୀ କର୍ମଚାରୀଙ୍କ କର୍ଫ୍ୟୁ ପାସ ରଦ୍ଦ - ଜାମ୍ମୁକାଶ୍ମୀର ନ୍ୟୁଜ

ଜାମ୍ମୁକାଶ୍ମୀରର ଡୋଡୋ ଜିଲ୍ଲାରେ ଲକଡାଉନ ନିୟମ ଉଲଙ୍ଘନ କରି ଗତ ଶନିବାର 3 ସରକାରୀ କର୍ମଚାରୀଙ୍କ କର୍ଫ୍ୟୁ ପାସ୍ ରଦ୍ଦ କରାଯାଇଛି ।

_luckdown
3 ସରକାରୀ କର୍ମଚାରୀଙ୍କ କର୍ଫ୍ୟୁ ପାସ ରଦ୍ଦ
author img

By

Published : Apr 5, 2020, 1:59 PM IST

ଶ୍ରୀନଗର: ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରଦ୍ଦ ହେଲା କର୍ଫ୍ୟୁ ପାସ୍ । ଜାମ୍ମୁକାଶ୍ମୀରର ଡୋଡୋ ଜିଲ୍ଲାରେ ଲକଡାଉନ ନିୟମ ଉଲ୍ଲଂଘନ କରି ଗତ ଶନିବାର 3 ସରକାରୀ କର୍ମଚାରୀଙ୍କ କର୍ଫ୍ୟୁ ପାସ୍ ରଦ୍ଦ କରାଯାଇଛି । ତେବେ ତୁରନ୍ତ ଅଧିକାରୀଙ୍କୁ ନିଲମ୍ବିତ କରାଯିବାର ଆଶଙ୍କା ଥିବା କହିଛନ୍ତି ଡେପୁଟି କମିଶନର ଡ. ସାଗର ଡି ଡୋଫୋଡ ।

ପ୍ରକାଶ ଥାଉକି, ଭାରତରେ ବର୍ତ୍ତମାନ ସୁଦ୍ଧା 3030 କୋରୋନା ଆକ୍ରାନ୍ତ ରହିଛନ୍ତି । ଏହାଛଡା କୋରୋନା କାରଣରୁ ଏପର୍ଯ୍ୟନ୍ତ ମୋଟ 77 ଜଣ ପ୍ରାଣ ହରାଇଛନ୍ତି। ଏଥିସହ 266 ଜଣ ସୁସ୍ଥ ଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.