ETV Bharat / bharat

ତିନି ଭାଇଙ୍କ ଜୀବନ ନେଲା କୋରୋନା

author img

By

Published : Oct 7, 2020, 4:43 PM IST

ରାଜସ୍ଥାନର ଯୋଧପୁରରେ କୋରୋନା ଗୋଟିଏ ପରିବାରର ତିନି ଭାଇଙ୍କ ଜୀବନ ନେଇଛି । ପରିବାର ଏତେ ବଡ ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି ।

3-family-members-died--due-to-corona-in-jodhpur
ତିନି ଭାଇଙ୍କ ଜୀବନ ନେଲା କୋରୋନା

ଜୟପୁର: ସାରା ବିଶ୍ୱରେ କୋରୋନା ତାଣ୍ଡବ କରୁଛି । କୋରୋନାରେ ଅନେକଙ୍କ ଜୀବନ ଦୀପ ଲିଭିଯାଇଛି । ଯୋଧପୁରରେ ଗୋଟିଏ ପରିବାରର ତିନି ଜଣଙ୍କ କୋରୋନାଜନିତ ମୃତ୍ୟୁ ପରିବାରକୁ ଭାଙ୍ଗି ଦେଇଛି ।

ସୂଚନାଅନୁସାରେ ଯୋଧପୁରର ଗୋଟିଏ ପରିବାରରେ ପ୍ରଥମେ ଦୁଇ ଭାଇଙ୍କର କୋରୋନାରେ ଆକ୍ରାନ୍ତ ହୋଇ ଜୀବନ ଯାଇଥିଲା । ତାର ଠିକ 28ଦିନ ପରେ ପରିବାରର ଆଉ ଜଣେ ଭାଇ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ବୁଧବାର ତାଙ୍କର ବି ଜୀବନ ଯାଇଛି । ମୃତକ ତିନି ଭାଇ ଦେଲେ ସଂଜୟ ବ୍ୟାସ, ଅଶୋକ ବ୍ୟାସ ଓ ଶ୍ୟାମ ବ୍ୟାସ ।

ପରିବାର ଉପରେ କୋରୋନା ଯେପରି ଦୁଃଖର ବାଦଲ ଆଣିଦେଇଛି । ଏକାବେଳେ ପରିବାରର ତିନି ଜଣଙ୍କ ମୃତ୍ୟୁ ପରେ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.