ETV Bharat / bharat

ବିଦ୍ୟୁତ୍‌ ଖୁଣ୍ଟକୁ ପିଟିଲା ବୋଲେରୋ; 3 ମୃତ, 5 ଆହତ - 3 killed in a road accident

ରାଜସ୍ଥାନର ସୁଜାନଗଡ ନିକଟସ୍ଥ ବିଦାସର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ବୋଲେରୋ ଗାଡି ବିଦ୍ୟୁତ୍ ଖୁଣ୍ଟ ସହ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ 5 ଜଣଙ୍କ ମୃତ୍ୟୁ ଘଟିଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

3 death in sujangarh rajasthan
ବିଦ୍ୟୁତ୍‌ ଖୁଣ୍ଟକୁ ପିଟିଲା ବୋଲେରୋ, 3 ମୃତ 5 ଆହତ
author img

By

Published : Feb 20, 2020, 11:43 AM IST

ଜୟପୁର: ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ପିଟିଲା ବୋଲେରୋ । ଫଳରେ ଘଟଣାସ୍ଥଳରେ 3 ଜଣ ପ୍ରାଣ ହରାଇଥିବା ବେଳେ 5ଜଣ ଆହତ ହୋଇଛନ୍ତି । ରାଜସ୍ଥାନର ସୁଜାନଗଡ ନିକଟସ୍ଥ ବିଦାସର ନିକଟରେ ଘଟିଛି ଏହି ଦୁର୍ଘଟଣା ।

ମୃତକ ମାନେ ହେଲେ ଜୋରାରାମ ଭୋପା, ମଙ୍ଗଟୁ ସିଂହ ଓ ମଙ୍ଗୁସିଂ ରାଜପୁତ । ଅନ୍ୟ ଆହତ ମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଆହତ ମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ଚାଣ୍ଡବାସ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.