ETV Bharat / bharat

କେରଳ ବିମାନ ଦୁର୍ଘଟଣା: ମୃତକଙ୍କ ମଧ୍ୟରୁ 2 ଜଣ କୋରୋନା ସଂକ୍ରମିତ - 2 deceased-covid-19 positive

କୋଝିକୋଡ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 19କୁ ବୃଦ୍ଧି ହୋଇଛି । ତେବେ 19 ଜଣ ମୃତକଙ୍କ ମଧ୍ୟରେ 2 ଜଣ କୋରୋନା ପଜେଟିଭ ଥିବା ଜଣାପଡିଛି । ଏହି ଖବର ଜଣାପଡିବା ପରେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଥିବା ଟିମର ମଧ୍ୟ କୋରୋନା ପରୀକ୍ଷା କରାଯିବ ।

plane crash
କେରଳ ବିମାନ ଦୁର୍ଘଟଣା
author img

By

Published : Aug 8, 2020, 10:09 AM IST

କୋଚି: କୋଝିକୋଡ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 19କୁ ବୃଦ୍ଧି ହୋଇଛି । ତେବେ 19 ଜଣ ମୃତକଙ୍କ ମଧ୍ୟରେ 2 ଜଣ କୋରୋନା ପଜେଟିଭ ଥିବା ଜଣାପଡିଛି । ଏହି ଖବର ଜଣାପଡିବା ପରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଟିମର ମଧ୍ୟ କୋରୋନା ପରୀକ୍ଷା କରାଯିବ ।

ପ୍ରକାଶ ଥାଉକି, ଶୁକ୍ରବାର ସନ୍ଧ୍ୟା 7.40 ସମୟରେ ଦୁବାଇରୁ କାଲିକଟ ଆସୁଥିବା ଏୟାର ଇଣ୍ଡିଆ ବିମାନ IX-1344 କେରଳ କରିପୁରସ୍ଥିତ କୋଝିକୋଡ ଠାରେ ରେନୱେ କ୍ରାସ ଲ୍ୟାଣ୍ଡିଂ କରିଥିଲା । ବିମାନଟି ରେନୱେରୁ ଖସିଯାଇ 30 ଫୁଟ ଗଭୀର ଖାଲରେ ପଡି ଦୁଇ ଖଣ୍ଡ ହୋଇଥିଲା । ତେବେ ଭାଗ୍ୟବଶତଃ ବିମାନରେ ଅଗ୍ନିକାଣ୍ଡ ଘଟିନଥିଲା । ଏହି ବିମାନଟି ବନ୍ଦେ ଭାରତ ମିଶନ ଜରିଆରେ 184 ଯାତ୍ରୀଙ୍କୁ ନେଇ ଫେରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.