ETV Bharat / bharat

ITBPର ଆଉ 18 ଯବାନ ସଂକ୍ରମିତ, 270 ସୁସ୍ଥ - ITBPରଯବାନ ସଂକ୍ରମିତ

ସଦ୍ୟ ସୂଚନା ଅନୁସାରେ ଦେଶରେ ବିଗତ 24 ଘଣ୍ଟା ମଧ୍ୟରେ ଇଣ୍ଡୋ-ତିବ୍ବତ ସୀମା ପୋଲିସ(ITBP)ର 18 ଯବାନଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜେଟିଭ ଆସିଛି । ରବିବାର ଆଇଟିବିପି ଯବାନଙ୍କ ଏହି ସଂକ୍ରମଣ ରିପୋର୍ଟକୁ ମିଶାଇ ବର୍ତ୍ତମାନ ସୁଦ୍ଧା 151 ସକ୍ରିୟ ମାମଲା ଓ 270 ଯବାନ ଆରୋଗ୍ୟ ହୋଇଥିବା ସୂଚନା ରହିଛି ।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Jul 5, 2020, 5:33 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା କାଳରେ ଯବାନ ଓ ଅର୍ଦ୍ଧସାମରିକ ବାହିନୀରେ କୋରୋନା ସଂକ୍ରମଣ ମାତ୍ର ବୃଦ୍ଧି ପାଇବା ଅତ୍ୟନ୍ତ ଚିନ୍ତାଜନକ ରହିଛି । ସଦ୍ୟ ସୂଚନା ଅନୁସାରେ ଦେଶରେ ବିଗତ 24 ଘଣ୍ଟା ମଧ୍ୟରେ ଇଣ୍ଡୋ-ତିବ୍ବତ ସୀମା ପୋଲିସ(ITBP)ର 18 ଯବାନଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜେଟିଭ ଆସିଛି ।

ITBPର ଆଉ 18 ଯବାନ ସଂକ୍ରମିତ: 270 ଆରୋଗ୍ୟ
ITBPର ଆଉ 18 ଯବାନ ସଂକ୍ରମିତ: 270 ଆରୋଗ୍ୟ

ରବିବାର ଆଇଟିବିପି ଯବାନଙ୍କ ଏହି ସଂକ୍ରମଣ ରିପୋର୍ଟକୁ ମିଶାଇ ବର୍ତ୍ତମାନ ସୁଦ୍ଧା 151 ସକ୍ରିୟ ମାମଲା ଓ 270 ଯବାନ ଆରୋଗ୍ୟ ହୋଇଥିବା ସୂଚନା ରହିଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ରବିବାର ମଧ୍ୟାହ୍ନ ସୁଦ୍ଧା ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ ଦେଶରେ ମୋଟ ମାମଲା 6 ଲକ୍ଷ 73 ହଜାର 165ରେ ରହିଥିଲା । ଦେଶରେ ମହାମାରୀରେ ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ ସଂକ୍ରମଣ ମାମଲା । ଏହାସହ ଦେଶରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 19ହଜାର 268 ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ସକ୍ରିୟ କରୋନା ମାମଲାର ସଂଖ୍ୟା 2 ଲକ୍ଷ 44 ହଜାର 814 ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.