ETV Bharat / bharat

ପଞ୍ଜାବରେ 17ଟି କୋରୋନା ହଟସ୍ପଟ୍ ଚିହ୍ନଟ - କୋରୋନା ହଟସ୍ପଟ୍

ପଞ୍ଜାବ ସରକାର 17 ଟି କୋରୋନା ହଟସ୍ପଟ୍ ଚିହ୍ନଟ କରାଯାଇଥିବା ଘୋଷଣା କରିଛନ୍ତି । ଏହି ଚିହ୍ନଟ ସ୍ଥାନରେ ଆରଟି-ପିସିଆର ଲଗାଯାଇଛି । ଯେଉଁଠାରେ ରୋଗୀମାନେ ସ୍କ୍ରିନିଂ କରନ୍ତି ଏବଂ ଦ୍ରୁତ କିଟ୍ ଉପଲବ୍ଧ କରାଯାଇଛି । ଅଧିକ ପଢନ୍ତୁ...

ପଞ୍ଜାବ
ପଞ୍ଜାବ
author img

By

Published : Apr 12, 2020, 11:14 PM IST

ଚଣ୍ଡୀଗଡ଼: ରବିବାର ପଞ୍ଜାବ ସରକାର 17 ଟି କୋରୋନା ହଟସ୍ପଟ୍ ଚିହ୍ନଟ କରାଯାଇଥିବା ଘୋଷଣା କରିଛନ୍ତି । ଏହି ଚିହ୍ନଟ ସ୍ଥାନରେ ଆରଟି-ପିସିଆର ଲଗାଯାଇଛି । ଯେଉଁଠାରେ ରୋଗୀମାନେ ସ୍କ୍ରିନିଂ କରନ୍ତି ଏବଂ ଦ୍ରୁତ କିଟ୍ ଉପଲବ୍ଧ କରାଯାଇଛି ।

ଏହି 17ଟି ହଟସ୍ପଟ୍ ମଧ୍ୟରୁ ଆଠଟି ମୋହାଲିରେ ଚିହ୍ନଟ ହୋଇଛି । ଯେଉଁଠାରେ ରାଜ୍ୟର 170 ଟି ସଂକ୍ରମିତ ରୋଗୀଙ୍କ ମଧ୍ୟରୁ 53ଟି ଏହି ଅଞ୍ଚଳର । ରବିବାର ମୋହାଲିରେ କୋରୋନା ସଂକ୍ରମଣର ଆଉ ଦୁଇଟି ମାମଲା ଆସିଥିଲା । ଗୋଟିଏ ସପ୍ତାହରେ ସଂକ୍ରମିତ ଲୋକଙ୍କ ସଂଖ୍ୟା 36କୁ ବୃଦ୍ଧି ପାଇଛି |

ଅମୃତସର ସହରରେ ଦୁଇଟି ଏବଂ ଜଳନ୍ଧରେ ଏବଂ ଲୁଧିଆନାରେ ଦୁଇଟି ହଟସ୍ପଟ୍ ଚିହ୍ନଟ କରାଯାଇଛି।

ରାଜ୍ୟ ସ୍ବାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ, ରାଜ୍ୟରେ 135ଟି ସକ୍ରିୟ ମାମଲା ଦେଖିବାକୁ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନାରେ 12 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 23 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.