ETV Bharat / bharat

ସ୍ୱାଧିନତାଦିବସ ପାଳନ ବେଳେ ଅଘଟଣ: 16 ମୃତ, 80 ଆହତ - ମଡାସ୍କାର

ସ୍ୱାଧିନତା ଦିବସ ପାଳନ ଅବସରରେ ଅଘଟଣ। ଦଳଚକଟା ହୋଇ 16 ମୃତ । ଆଫ୍ରିକୀୟ ଦେଶ ମଡାସ୍କାରର ରାଜଧାନୀର ଆନାଣ୍ଟାନାରିଭୋରେ ଘଟିଛି ଏକ ଦୁଃଖଦ ଘଟଣା ।

ପ୍ରତିକାତ୍ମକ ଫଟୋ
author img

By

Published : Jun 27, 2019, 8:47 AM IST

ଆନଣ୍ଟାନାରିଭୋ: ଆଫ୍ରିକୀୟ ଦେଶ ମଡାସ୍କାରର ରାଜଧାନୀର ଆନାଣ୍ଟାନାରିଭୋରେ ଘଟିଛି ଏକ ଦୁଃଖଦ ଘଟଣା । ଦଳାଚକଟା ହୋଇ 16 ଜଣ ପ୍ରାଣ ହରାଇଥିବା ବେଳେ 80 ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ସ୍ୱାଧିନତା ଦିବସ ପାଳନ କରୁଥିବା ଅବସରରେ ଘଟିଛି ଏହି ଅଘଟଣ । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛି । ଏଥିସହ ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ସ୍ୱାଧିନତା ଦିବସ ପାଳନ ପାଇଁ ଦେଶର ରାଜଧାନୀ ଆନାଣ୍ଟାନାରିଭୋ ଏକ ରାଲି ଆୟୋଜନ ହୋଇଥିଲା । ହେଲେ ହଠାତ୍ କୌଣସି କାରଣ ବଶତଃ ଲୋକେ ଦୌଡାଦୌଡି ଆରମ୍ଭ କରିଥିଲେ । ଫଳରେ ଦଳାଚକଟା ହେବାରୁ 16 ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ।

Intro:Body:

dd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.