ETV Bharat / bharat

ମଧ୍ୟପ୍ରଦେଶରେ 126 ନୂଆ କୋରୋନା ଆକ୍ରାନ୍ତ, ମୋଟ 730କୁ ବୃଦ୍ଧି

କିଛି କିଛି ଘଣ୍ଟା ମଧ୍ୟରେ ରାଜ୍ୟରେ ଦୃତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 126ଟି ନୂଆ ପଜିଟିଭ କେସ ରିପୋର୍ଟ ହୋଇଛି । ଅଧିକ ପଢନ୍ତୁ...

madhyapradesh news
ମଧ୍ୟପ୍ରଦେଶରେ 126ଟି ନୂଆ କୋରୋନା ମାମଲା
author img

By

Published : Apr 14, 2020, 4:06 PM IST

ଭୋପାଳ: ଗତ 24 ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କମିଶନର ଫୈଜ ଅହମ୍ମଦ କିଡୱାଇ ମଙ୍ଗଳବାର କହିଛନ୍ତି ଯେ, ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 126ଟି ନୂଆ ପଜିଟିଭ ମାମଲା ରିପୋର୍ଟ ହୋଇଛି ।

ସେଥିମଧ୍ୟରୁ 98ଟି ଇନ୍ଦୋରର ଥନିବାବେଳେ 20ଟି ଭୋପାଳର, 2 ଟି ବାରୱାନିରେ ଏବଂ ଗୋଟିଏ ଲେଖେଁ ଉଜୈନ, ଜବଲପୁର, ଟିକାମଗଡ, ଶୋପୁର, ମାଣ୍ଡସାଉର ଏବଂ ରତଲାମର ବୋଲି ଜଣାପଡିଛି । ଯାହାକୁ ନେଇ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 730କୁ ବୃଦ୍ଧି ପାଇଛି ।

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ରାଜ୍ୟରେ 278 ଟି କଣ୍ଟେଣ୍ଟମେଣ୍ଟ ଅଞ୍ଚଳ ସୃଷ୍ଟି କରାଯାଇଛି । 24ଟି ଜିଲ୍ଲାରେ ଯେଉଁଠାରେ କୋରୋନା ପୀଡିତ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ସହିତ ସୃଷ୍ଟି ହୋଇଥିବା କଲ ସେଣ୍ଟରରେ ସାଢେପାଞ୍ଚ ଲକ୍ଷ କଲ ଆସିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 50 ଜଣ କରୋନା ପୀଡିତଙ୍କ ମୃତ୍ୟୁ ଘଟିଛି।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.