ETV Bharat / bharat

24 ଘଣ୍ଟାରେ ଦେଶରେ ହୋଇଛି 1,18,06,256 କୋରୋନା ଟେଷ୍ଟ: ICMR

author img

By

Published : Jul 13, 2020, 12:57 PM IST

Updated : Jul 13, 2020, 1:19 PM IST

ଗତ 24 ଘଣ୍ଟାରେ ଦେଶରେ 1,18,06,256 କୋରୋନା ଟେଷ୍ଟ କରାଯାଇଛି। ଏହାଛଡା ରବିବାର ସୁଦ୍ଧା ଦେଶରେ 2,19,103 ସାମ୍ପଲ ପରୀକ୍ଷା କରାଯାଇଥିବା ସୂଚନା ଦେଇଛି ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମଆର)।

24 ଘଣ୍ଟାରେ ଦେଶରେ 1,18,06,256 କୋରୋନା ଟେଷ୍ଟ , ICMR

ନୂଆଦିଲ୍ଲୀ: ଦେଶରେ ପ୍ରତ୍ୟେକ ଦିନ କୋରୋନା ସଂକ୍ରମଣ ବୃଦ୍ଧି ପାଉଛି । ଯାହାକୁ ନଜରରେ ରଖି ବର୍ତ୍ତମାନ କୋରୋନା ପରୀକ୍ଷାକୁ ବୃଦ୍ଧି କରିବାକୁ ଯାଉଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଉଛି । ଏହାଛଡା ଦେଶରେ ପ୍ରତ୍ୟେକ ଦିନ ଲକ୍ଷାଧିକ କୋରୋନା ପରୀକ୍ଷା କରାଯାଇ ପାରିବ।

ଗତ 24 ଘଣ୍ଟାରେ ଦେଶରେ 1,18,06,256 କୋରୋନା ଟେଷ୍ଟ କରାଯାଇଛି। ଏହାଛଡା ରବିବାର ସୁଦ୍ଧା ଦେଶରେ 2,19,103 ନମୂନା ପରୀକ୍ଷା କରାଯାଇଥିବା ସୂଚନା ଦେଇଛି ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମଆର)।

ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 8 ଲକ୍ଷ 78 ହଜାର 254ରେ ପହଞ୍ଚିଛି । ଏହାସହ ମୃତ୍ୟୁସଂଖ୍ୟା 23174ରେ ପହଁଞ୍ଚିଛି। 24 ଘଣ୍ଟାରେ ଦେଶରେ 28 ହଜାର 701 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 500 ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

Last Updated : Jul 13, 2020, 1:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.