ETV Bharat / bharat

ଅକ୍ଟୋବର 25 ସୁଦ୍ଧା ସରିଛି 10,34,62,778 ସାମ୍ପଲ ଟେଷ୍ଟ - କୋଭିଡ ଟେଷ୍ଟ

ପ୍ରତ୍ୟେକ ଦିନ କୋରୋନା ସଂକ୍ରମଣ ରିପୋର୍ଟରେ ସର୍ବାଗ୍ରେ ରହିଛି ଭାରତ । ଏହାକୁ ନଜରରେ ରଖି କୋରୋନା ଟେଷ୍ଟ କରାଯାଉଛି । ଅଧିକ ପଢନ୍ତୁ...

ଅକ୍ଟୋବର 25 ସୁଦ୍ଧା ସରିଛି 10,34,62,778 ସାମ୍ପଲ ଟେଷ୍ଟ

author img

By

Published : Oct 26, 2020, 10:30 AM IST

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ସୁଦ୍ଧା ସରିଛି 10 କୋଟିରୁ ଉର୍ଦ୍ଧ୍ବ କୋରୋନା ସାମ୍ପଲ ଟେଷ୍ଟ। ସଂକ୍ରମଣ ସଂଖ୍ୟାକୁ କମ କରିବାକୁ ଦେଶର ବିଭିନ୍ନ ଲ୍ୟାବରେ ପ୍ରତ୍ୟେକ ଦିନ କରାଯାଉଛି ଲକ୍ଷାଧିକ କୋରୋନା ଟେଷ୍ଟ। ଯାହାଦ୍ବାରା ପୂର୍ବ ଅପେକ୍ଷା ବର୍ତ୍ତମାନ ଅହେତୁକ ଅନେକ ମାତ୍ରାରେ ସଂକ୍ରମଣ ହ୍ରାସ ପାଇଛି।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, ଗତ 24 ଘଣ୍ଟାରେ 9 ଲକ୍ଷ 39 ହଜାର 309 ଟି ସାମ୍ପଲ ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 କୋଟି 34 ଲକ୍ଷ 62 ହଜାର 778 ଟି ଟେଷ୍ଟ ସରିଛି ।

ବର୍ତ୍ତମାନ ଦେଶରେ 79 ଲକ୍ଷ ପାର କରିଛି ସଂକ୍ରମଣ ସଂଖ୍ୟା । ଯେଉଁଥିରେ 1 ଲକ୍ଷ 19 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.