ETV Bharat / bharat

କୁମ୍ଭମେଳାରେ ଏକାସାଙ୍ଗରେ ସଫେଇ କରି ବିଶ୍ବ ରେକର୍ଡ - ବିଶ୍ବ ରେକର୍ଡ

ସଫେଇରେ ବିଶ୍ବ ରେକର୍ଡ । ଏକାସାଙ୍ଗରେ ସଫେଇ କରି କୁମ୍ଭମେଳାରେ ବିଶ୍ବ ରେକର୍ଡ । ଏକାସାଙ୍ଗରେ 10 ହଜାର ଲୋକେ ସଫେଇ କରି ବିଶ୍ ରେକର୍ଡରେ ସ୍ଥାନ ପାଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Mar 3, 2019, 12:24 PM IST

ପ୍ରୟାଗରାଜ: ଏକାସାଙ୍ଗରେ ଝାଡୁ ଲଗାଇ ବିଶ୍ବ ରେକର୍ଡ । ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳା ଏକାସାଙ୍ଗରେ 10 ହଜାର ସଫେଇ କର୍ମଚାରୀ ଝାଡୁ ଲଗାଇ ବିଶ୍ବ ରେକର୍ଡ ବନାଇଛନ୍ତି । ପ୍ରଥମଥର ପାଇଁ କୁମ୍ଭମେଳାରେ ଭିନ୍ନଭିନ୍ନ ସ୍ଥାନରେ ସଫେଇ କରି କର୍ମଚାରୀମାନେ ଝାଡୁ ଲଗାଇ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି ।

ଉତ୍ତର ପ୍ରଦେଶର ସ୍ବାସ୍ଥ୍ୟମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହଙ୍କ ନେତୃତ୍ବରେ ସଫେଇ କର୍ମଚାରୀମାନେ କୁମ୍ଭମେଳା ହେଉଥିବା ଅଞ୍ଚଳ ଯଥା ଲାଲ ସଡକ, ପରେଡ ମୈଦାନ, ସଙ୍ଗମ ଲାହୋର ମାର୍ଗ, କୈଳାଶପୁରୀ ମାର୍ଗ, ଦାରାଗଞ୍ଜ ଓ ସଙ୍କଟ ମୋଚନ ମାର୍ଗରେ ସଫେଇ କରାଯାଇଥିଲା । ପ୍ରଥମଥର ପାଇଁ ଏତେ ସଂଖ୍ୟାରେ ସଫେଇ କର୍ମୀମାନେ ସଫେଇ କରିଥିଲେ ।

ଏକାସାଙ୍ଗରେ 7ହଜାର 21କର୍ମୀ ଯଦି ସଫେଇ କରନ୍ତି ବିଶ୍ବ ତାହା ରେକର୍ଡ ହୁଏ ବୋଲି ଗିନିଜ ୱାଲର୍ଡ ଅଫ ରେକର୍ଡ ଋଷିରାଜ କହିଛନ୍ତି । ପୂର୍ବରୁ ମଧ୍ୟ ସଫେଇ କରିବାରେ ବିଶ୍ବ ରେକର୍ଡ ରହିଛି । ବାଂଲାଦେଶ ନାମରେ ପ୍ରଥମ ଏହି ରେକର୍ଡ ରହିଛି । ଢାକାର ଗୋଟିଏ ସ୍ଥାନରେ ଏକାସାଙ୍ଗରେ 7 ହଜାର ଲୋକ ସଫେଇ କରି ବିଶ୍ବ ରେକର୍ଡ ସ୍ଥାପନ କରିଥିଲେ । ହେଲେ କୁମ୍ଭମେଳାରେ ଏତେ ସଂଖ୍ୟାରେ ଲୋକେ ସଫେଇ କରି ବାଂଲାଦେଶର ରେକର୍ଡକୁ କାଟି ଦେଇଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.