ETV Bharat / bharat

କେରଳରେ କୋରୋନାକୁ 100ଦିନ, ଟ୍ବିଟ କରି ଚିତ୍ର ଦେଖାଇଲେ ମୁଖ୍ୟମନ୍ତ୍ରୀ

ଶହେ ଦିନରେ ପହଞ୍ଚିଲା କେରଳରେ କୋରୋନା । ଟ୍ବିଟରରେ ଚିତ୍ର ସେୟାର କଲେ ମୁଖ୍ୟମନ୍ତ୍ରୀ । ଅଧକ ପଢନ୍ତୁ...

100 Days Of COVID-19
ପ୍ରତିକାତ୍ମକ ଫଟୋ
author img

By

Published : Apr 10, 2020, 7:55 PM IST

ଥିରୁଅନନ୍ତପୁରମ: ଶହେ ତମ ଦିନରେ ପହଞ୍ଚିଲା କେରଳର କୋରୋନା ଲଢେଇ। ଏନେଇ ଟ୍ବିଟ କରି ରାଜ୍ୟର ଚିତ୍ର ଦେଖାଇଲେ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟାନ । 100 ଦିନ ଭିତରେ 258 କୋରୋନାରେ ଆକ୍ରାନ୍ତ ରହିଥିବା ବେଳେ 97 ଜଣ ସୁସ୍ଥ ହୋଇଛନ୍ତି । ମୋଟ 357ଜଣଙ୍କର ପଜିଟିଭ ରହିଥିବା ବେଳେ 2 ଜଣଙ୍କର ମୃତ୍ୟୁ ଘଟିଛି ।

ଜାନୁୟାରୀ ମାସରେ ପ୍ରଥମେ କେରଳରେ ଉହାନରୁ ଆସିଥିବା ଛାତ୍ରୀଙ୍କ ଠାରେ ଦେଖାଦେଇଥିଲା ଏହି ଭୂତାଣୁ । ଏହାପରେ ସାରା ରାଜ୍ୟରେ ବ୍ୟାପିଥିଲା ଏହି ମହାମାରୀ। ବର୍ତ୍ତମାନ ରାଜ୍ୟରେ ନମୁନା ପରୀକ୍ଷା ପାଇଁ 9ଟି ଲ୍ୟାବର ବ୍ୟବସ୍ଥା କରାଯାଇଛି । ଏହାସହ କୋରୋନା ସହ ଲଢିବା ପାଇଁ ଆଇସୋଲେସ, ଟ୍ରେସିଂ,ପରୀକ୍ଷା ଆଦି ନେଇ ଚାଲିଛି । ଏବେ ସୁଦ୍ଧା ପ୍ରାୟ 8 ହଜାର ନମୁନା ପରୀକ୍ଷା ସରିଥିବା ନେଇ ସୂଚାନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ କେ ଶୈଳଜା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.